Latest Odisha News

BREAKING NEWS

ଡ଼ାକ୍ତରଖାନା ତିନିମହଲାରୁ ଡ଼େଇଁଲେ ରୋଗୀ, ତଳେ ପଡ଼ି ଗୁରୁତର ଆହତ

କଟକ: ଆତ୍ମହତ୍ୟା କରିବା ପାଇଁ ଏକ ଘରୋଇ ହସ୍ପିଟାଲର ତୃତୀୟ ମହଲାରୁ ଡେଇଁଥିବା ଜଣେ ବ୍ୟକ୍ତି ସୌଭାଗ୍ୟ ବଶତଃ ବଞ୍ଚି ଯାଇଛନ୍ତି । ବ୍ୟକ୍ତିଜଣଙ୍କର ନାମ ଚନ୍ଦ୍ର ନାୟକ(୩୦)ଏବଂ ତାଙ୍କ ଘର ସୁନ୍ଦରଗଡ଼ ବୋଲି ଜଣାପଡ଼ିଛି । ସୂଚନା ମୁତାବକ କିଡନୀ ନଷ୍ଟ ହୋଇଯାଇଥିବାରୁ କିଛି ଦିନ ତଳେ…

ରାଜଧାନୀରେ ଚାଞ୍ଚଲ୍ୟ, ବୋମା ବିସ୍ଫୋରଣରେ ଅଟୋ ଡ୍ରାଇଭର ଗୁରୁତର

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ରବିବାର ଦିନ ଏକ ଅଟୋ ମଧ୍ୟରେ ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣ ଯୋଗୁଁ ଡ୍ରାଇଭର୍ ଗୁରୁତର ଆହତ ହୋଇଛନ୍ତି । ଏହି ବୋମା ବିସ୍ଫୋରଣ ରବିବାର ସନ୍ଧ୍ୟା ୮ଟା ସମୟରେ ଘଟିଥିବାର ସୂଚନା ମିଳିଛି । ଏହି ବିସ୍ଫୋରଣରେ ଗୁରୁତର ଭାବେ ଆହତ ହୋଇଥିବା ଅଟୋ ଡ୍ରାଇଭର୍…

ସ୍ପାଇସି ମଟନ କଷା

ପ୍ରସ୍ତୁତ କରନ୍ତୁ ସ୍ପାଇସି ମଟନ କଷା। ଜାଣି ରଖାନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ଆବଶ୍ୟକ ସାମଗ୍ରୀ: ମଟନ – ୫୦୦ ଗ୍ରାମ ଗୋଟା ମସଲା ଗୁଜୁରାତି – ୩ଟି ଡ଼ାଲଚିନି – ୨ଟି ଲବଙ୍ଗ – ୩ଟି ତେଜପତ୍ର – ୨ଟି ଜାଇତ୍ରି – ୧ଟି ହଳଦୀ ଗୁଣ୍ଡ – ୧ ଚାମଚ ଲଙ୍କା ଗୁଣ୍ଡ – ୧…

ଗାୟକ ମହାରଥୀ ହରିବଲ୍ଲଭ ଦାଶ

ଭୁବନେଶ୍ୱର: ପାଲା ଜଗତକୁ ଯେଉଁ କେତେଜଣ ଉଚ୍ଚଶିକ୍ଷିତ ବ୍ୟକ୍ତି ପ୍ରବେଶ କରିଥିଲେ ସେମାନଙ୍କ ମଧ୍ୟରେ ଅନ୍ୟତମ ହରିବଲ୍ଲଭ ଦାଶ । ବିଶେଷ କରି ପାଲାରେ ଇଂରାଜୀ ସାହିତ୍ୟର ପ୍ରବେଶ କରାଇ ସେ ଏକ ନୂଆ ଧାରା ସୃଷ୍ଟି କରିଛନ୍ତି, ପାଲାକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ…

ଘରେ ରଖନ୍ତୁ ନାହିଁ ପ୍ଲାଷ୍ଟିକ ଫୁଲ, ଆସିପାରେ ଏହି ସବୁ ସଙ୍କଟ

ଭୁବନେଶ୍ୱର: ଘର ସଜାଇବା ପାଇଁ ପ୍ଲାଷ୍ଟିକ ଫୁଲ ବା ଗଛ ରଖିଥିଲେ ହୋଇଯାଆନ୍ତୁ ସାବଧାନ । ଏହିସବୁ ରଖିବା ଦ୍ୱାରା ଘରର ସୌନ୍ଦର୍ଯ୍ୟ ତ ବୃଦ୍ଧି ହୋଇଥାଏ କିନ୍ତୁ ଘର ଉପରକୁ ଘନେଇ ଆସିଥାଏ ବିପଦ । ଜାଣନ୍ତୁ ବାସ୍ତୁଶାସ୍ତ୍ର ଆନୁସାରେ ଘରେ ପ୍ଲାଷ୍ଟିକ ଫୁଲ କିମ୍ବା ଗଛ ରଖିବାକୁ କାହିଁକି…

ସୌନ୍ଦର୍ଯ୍ୟ ଓ ଇତିହାସରେ ଭରା ଗଣ୍ଡାହାତୀ ଜଳପ୍ରପାତ

ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଗଜପତି ଜିଲ୍ଳାର ରହିଛି ସ୍ୱତନ୍ତ୍ର ମାନ୍ୟତା । ଏଠାରେ ଭରି ରାହିଛି ଅନେକ ପ୍ରାକୃତିକ ସ୍ଥାନ । ଯେଉଁଠି ପ୍ରକୃତି ଅଜାଡି ଦେଇଛି ତାର ସବୁ କଳା କରିଗରୀ । ସେହିଭଳି ଏକ ସ୍ଥାନ ହେଉଛି ଗଜପତି ଜିଲ୍ଲା ରାୟଗଡା ଅନ୍ତର୍ଗତ ଗଣ୍ଡାହାତୀ ଜଳପ୍ରପାତ । ସୌନ୍ଦର୍ଯ୍ୟ ଓ…

ବୋତଲ ବଦଳରେ ଏଥର ବଜାରରେ ମିଳିବ ଛୋଟ ଛୋଟ ପାଣି ପିଣ୍ଡୁଳା

ଭୁବନେଶ୍ୱର: ବଦଳିଯିବ ପ୍ୟାକେଜ ପାଣିର ଫର୍ମାଟି । ଆଉ ରହିବ ନାହିଁ ପ୍ଲାଷ୍ଟିକ ବୋତଲ । ପ୍ଲାଷ୍ଟିକ ବୋତଲ ପାଣିର ସ୍ଥାନ ନେବ ଛୋଟ ଛୋଟ ପାଣି ପିଣ୍ଡୁଳା । ବୋତଲ ବୋହିବା ବଦଳରେ ଆପଣ ପକେଟରେ ପୁରାଇ ବୁଲିବେ ଏହି ପାଣି ପିଣ୍ଡୁଳା । ପାଣି ବିନା ଜୀବନ ଅସମ୍ଭବ । ଖାଲି ଘରେ ନୁହେଁ ବାହାରକୁ…

ମନ୍ କୀ ବାତ୍: ଗାନ୍ଧୀଜୀଙ୍କ ୧୫୦ ତମ ଜନ୍ମାବର୍ଷିକୀ ଉପଲକ୍ଷେ ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ନିମନ୍ତେ…

ନୂଆଦିଲ୍ଲୀ: ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆମ ଦେଶ ଆଜିକାଲି ଗୋଟିଏ ପଟେ ବର୍ଷାର ଆନନ୍ଦ ଉପଭୋଗ କରୁଛି, ତ ଅନ୍ୟପଟେ ଭାରତର କୋଣ ଅନୁକୋଣରେ କୌଣସି ନା କୌଣସି ପ୍ରକାର ଉତ୍ସବ, ମେଳା ଆଦି ଚାଲିଛି ଯାହା ପ୍ରାୟ ଦୀପାବଳୀ ପର‌୍ୟ୍ୟନ୍ତ ଚାଲିବ । ହୁଏତ ଆମ ପୂର୍ବପୁରୁଷମାନେ ଋତୁ ଚକ୍ର,…

ପରଦାକୁ ଆସୁଛି ଓଡ଼ିଆ ପୁଅ ସହିଦ ରଘୁ ପଟ୍ଟନାୟକଙ୍କ ଉପରେ ନିର୍ମିତ ବାୟୋପିକ

ଭୁବନେଶ୍ୱର: ଓଡ଼ିଆ ସିନେପ୍ରେମୀ ମାନେ ଖୁବଶୀଘ୍ର ବଡ଼ ପରଦାରେ ଦେଖିବାକୁ ପାଇବେ ସ୍ୱାଧୀନତା ସଂଗ୍ରାମୀ ସହିଦ ରଘୁ ପଟ୍ଟନାୟକଙ୍କ କାହାଣୀ । ପ୍ରଥମ ଥର ପାଇଁ ଓଡ଼ିଶାର ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନିକୁ ନେଇ ଚଳଚ୍ଚିତ୍ର ନିର୍ମାଣ ହେଉଛି । କଟକ ଜିଲ୍ଲା ବୟାଳିସ ମୌଜାର ବରାଳ…

ରାଷ୍ଟ୍ରୀୟ ସମ୍ମାନର ସହ ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର ସଂପନ୍ନ

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ପାର୍ଥିବ ଶରୀରର ଅନ୍ତିମ ସଂସ୍କାର ରବିବାର ଦିନ ସଂପନ୍ନ ହୋଇଛି । ନୂଆଦିଲ୍ଲୀର ନିଗମବୋଧ ଘାଟଠାରେ ବହୁ ବିଜେପି ନେତା ତଥା ବରିଷ୍ଠ ରାଜନେତାଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ…