ବଦଳିଯିବ ଆପଣଙ୍କର ଭାଗ୍ୟ, ପିନ୍ଧନ୍ତୁ ଏହି ମୁଦି…
ଭୁବନେଶ୍ୱର: ହାତରେ ମୁଦି ତ ଅନେକ ଲୋକ ପିନ୍ଧୁଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ତମ୍ବା, କଇଁଚ୍ଛ, ଘୋଡ଼ା ନାଲ ଏବଂ ନବଗ୍ରହ ଇତ୍ୟାଦିର ମୁଦି ପିନ୍ଧିବା ଦ୍ୱାରା ଭାଗ୍ୟରେ ପରିର୍ତ୍ତନ ଆସେ ବୋଲି ଅନେକ ଲୋକ ବିଶ୍ୱାସ କରନ୍ତି।
ଜାଣନ୍ତୁ କିଭଳି ମୁଦି ପିନ୍ଧିଲେ ଆପଣଙ୍କ ଭାଗ୍ୟ ବଦଳି…