ବିଶ୍ୱକପ: ସୂତା ଖିଅରେ ଝୁଲୁଛି ପାକିସ୍ତାନର ସେମିଫାଇନାଲ୍ ଆଶା
ଲଣ୍ଡନ: କ୍ରମାଗତ ତିନୋଟି ମ୍ୟାଚ ଜିତିଯିବା ପରେ ପାକିସ୍ତାନୀ ଫ୍ୟାନ୍ ବେଶ୍ ଉଲ୍ଲସିତ ହୋଇପଡ଼ିଥିଲେ ଯେ, ତାଙ୍କ ଦେଶ ସେମିଫାଇନାଲ୍ ଯିବା ନିଶ୍ଚିତ । ମାତ୍ର ଟୁର୍ଣ୍ଣାମେଣ୍ଟରେ ସମସ୍ତ ମ୍ୟାଚ୍ ଜିତିଆସୁଥିବା ଭାରତ ଇଂଲଣ୍ଡଠାରୁ ହଠାତ୍ ପରାସ୍ତ ହେବା ପରେ ପାକିସ୍ତାନର ସମସ୍ତ ସେମିଫାଇନାଲ୍…