Latest Odisha News

BREAKING NEWS

ରାଜ୍ୟରେ ଆଗାମୀ ୨୪ ଘଣ୍ଟା ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ଭିତରେ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ କେନ୍ଦ୍ର ଶନିବାର ପୂର୍ବାନୁମାନ କରିଛି । ଭାରତୀୟ ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁଯାୟୀ ଉତ୍ତର-ପାଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୦୬-୦୭-୨୦୧୯ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୦୬ ରିଖ ଶନିବାର ବାର ମିଥୁନ ୨୨ ଦିନ ଆଷାଢ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ମଘା ନକ୍ଷତ୍ର ସିଂହ ଚନ୍ଦ୍ର ଘାତ ବାର-: ବୃଷ ସିଂହ କନ୍ୟା ରାଶିର…

ବିଶ୍ୱକପରୁ ବିଦା ହେଲା ପାକିସ୍ଥାନ

ଲର୍ଡସ : ଚଳିତ ବିଶ୍ୱକପର ସେମିଫାଇନାଲରୁ ବାଦ ପଡ଼ିଲା ପାକିସ୍ଥାନ । ଶୁକ୍ରବାର ଖୋଳାଯାଇଥିବା ଶେଷ ଲିଗ୍ ମ୍ୟାଚ୍‌ରେ ବାଂଲାଦେଶକୁ ପରାସ୍ତ କରି ସାନ୍ତ୍ୱନା ମୂଳକ ବିଜୟ ହାସଲ କରିଛି ପାକିସ୍ତାନ। ଉଭୟ ପାକିସ୍ତାନ ଓ ବାଂଲାଦେଶ ଚଳିତ ବିଶ୍ୱକପରେ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିଛନ୍ତି ।…

ଶେଷରେ ଆଖି ବୁଜିଲେ ଢେଙ୍କାନାଳର ଯୋଡ଼ା ଶିଶୁକନ୍ୟା

କଟକ : କଟକ ଶିଶୁଭବନରେ ଚିକିତ୍ସାଧିନ ଢେଙ୍କାନାଳର ଯୋଡ଼ା ଶିଶୁକନ୍ୟା ଶେଷରେ ଆଖି ବୁଜିଛନ୍ତି । ଡାକ୍ତର ମାନଙ୍କ ବହୁ ଚେଷ୍ଟା ପରେ ମଧ୍ୟ ଏହି ଯୋଡା ଶିଶୁଙ୍କୁ ବଞ୍ଚାଇବା ସମ୍ଭବ ହୋଇନାହିଁ । ଗୋଟିଏ ହୃଦୟ ଥିବାରୁ ହୃଦଘାତ କାରଣରୁ ଏହି ଯୋଡ଼ା ଶିଶୁକନ୍ୟାଙ୍କର ମୃତ୍ୟୁ ହୋଇଥିବା ଶିଶୁଭବନ…

ଜନଗଣନା-୨୦୨୧ ପାଇଁ ଆରମ୍ଭ ହେଲା ପ୍ରଶାସନିକ ପ୍ରସ୍ତୁତି

ଭୁବନେଶ୍ୱର: ଓଡ଼ିଶାରେ ଜନଗଣନା-୨୦୨୧ ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ…

କେନ୍ଦ୍ରୀୟ ବଜେଟକୁ ନେଇ କ’ଣ କହିଲେ ବିଜେଡ଼ି ସାଂସଦ, ଜାଣନ୍ତୁ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଦିନ ବଜେଟ ଉପସ୍ଥାପନ କରି ଏହା ଭାରତର ବିକାଶଧାରାକୁ ତ୍ୱରାନ୍ୱିତ କରିବା ନେଇ ସୂଚନା ଦେଇଛନ୍ତି । ସାଧାରଣ ନିର୍ବାଚନ ପରେ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଏହି ପ୍ରଥମ ବଜେଟ୍ ଉପସ୍ଥାପନ ପରେ ବିଜେଡ଼ି…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କଲେ ହିମାଚଳ ପ୍ରଦେଶ ସରକାର

ଭୁବନେଶ୍ୱର: ଫନି ବାତ୍ୟା ପିଡିତଙ୍କୁ ସହାୟତା ଓ ପୁନରୁଦ୍ଧାର ପାଇଁ ଆଜି ଅନେକ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦିଆଯାଇଛି । ହିମାଚଳ ପ୍ରଦେଶ ରାଜ୍ୟ ସରକାରଙ୍କ ପକ୍ଷରୁ ୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ହିମାଚଳ ପ୍ରଦେଶର…

ରାଜଧାନୀରେ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ଵର: ରାଜଧାନୀର ବୋମିଖାଲ ଅଞ୍ଚଳର ଏକ ବିଲଡିଂ ତଳୁ ଠାବ ହୋଇଛି ଏକ ମୃତଦେହ । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବାପରେ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ମିଳିଥିବା ସୂଚନା ଅନୁସାରେ ମୃତ…

ପାକିସ୍ତାନର ବିଶାଳ ୩୧୫ ରନ, ବାଂଲାଦେଶକୁ ୭ ରନରେ ଅଲଆଉଟ୍ କଲେ ଯିବ ସେମିଫାଇନାଲ୍ !

ଲଣ୍ଡନ: କ୍ରିକେଟର ମକ୍କା କୁହାଯାଇଥିବା ଲଣ୍ଡନର ଲର୍ଡସଠାରେ ଆଜି ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ । ଏହି ମ୍ୟାଚ ପାକିସ୍ତାନ ଜିତିବାର ଯଥେଷ୍ଟ ସମ୍ଭାବନା ରହିଥିଲେ ମଧ୍ୟ ସେମିଫାଇନାଲ୍ ଯିବା ଅସମ୍ଭବ ହୋଇପଡ଼ିଛି । ପାକିସ୍ତାନ ପ୍ରଥମେ ବ୍ୟାଟିଂ…

ଭାରତୀୟ ଯୁବପ୍ରତିନିଧି ଦଳରେ ସାମିଲ୍ ସୋଆ ଛାତ୍ରଙ୍କ ଚାଇନା ଗସ୍ତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ର ଛାତ୍ର ଆକାଶ ତିୱାରୀ ଭାରତୀୟ ଯୁବ ପ୍ରତିନିଧିଙ୍କ ସହ ଚାଇନା ଗସ୍ତରେ ଯାଇଛନ୍ତି । କେନ୍ଦ୍ର ସରକାରଙ୍କ କ୍ରୀଡା ଓ ଯୁବବ୍ୟାପାର…