Latest Odisha News

BREAKING NEWS

ଆଜି ଜୁନ ୨୧ ‘ଆନ୍ତର୍ଜାତିକ ଯୋଗ ଦିବସ’: ସମଗ୍ର ବିଶ୍ୱ ଯୋଗମୟ

ଭୁବନେଶ୍ୱର : ସମଗ୍ର ବିଶ୍ୱକୁ ଯୋଗ ହିଁ ଆଜି ଏକତାବଦ୍ଧ କରିପାରିଛି । ଚାଲନ୍ତୁ ଫେରିଯିବା ସେଇ ନୂଆ ପୃଥିବୀର ଆନନ୍ଦମୟ ମୁହୂର୍ତ୍ତ ଆଡ଼କୁ । ସମଗ୍ର ବିଶ୍ୱବାସୀ ଛାଡ଼ି ଆସିଥିବା ସେଇ ଯୋଗାସନର ସୁବର୍ଣ୍ଣ ଖଚିତ ପ୍ରାତଃକାଳକୁ । ସମଗ୍ର ବିଶ୍ୱକୁ ପୁନର୍ବାର ଖୋଜିବାକୁ ପଡ଼ିବ ମହର୍ଷି ପତଞ୍ଜଳିଙ୍କ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶିଫଳ ତା ୨୧-୦୬-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁନ ତା ୨୧ ରିଖ ଶୁକ୍ରବାର ମିଥୁନ ୦୭ ଦିନ ଆଷାଢ ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର-: ବିଛା ଧନୁ ମୀନ ରାଶିର…

‘ଯୋଗ’ର ଉଲ୍ଲେଖନୀୟ ଅବଦାନ ଲାଗି ଘୋଷଣା ହେଲା ପ୍ରଧାନମନ୍ତ୍ରୀ ପୁରସ୍କାର-୨୦୧୯

ନୂଆଦିଲ୍ଲୀ: ଯୋଗର ପ୍ରୋତ୍ସାହନ ଏବଂ ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଲାଗି ୨୦୧୯ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର ଘୋଷଣା କରାଯାଇଛି । ଚଳିତ ବର୍ଷ ଗୁଜରାଟ ଲାଇଫ ମିଶନର ସ୍ୱାମୀ ରାଜଶ୍ରୀ ମୁନି (ବ୍ୟକ୍ତିଗତ-ଜାତୀୟ ବର୍ଗ), ଇଟାଲୀର ମିସ ଆଂଟୋନିଟ୍ଟା ରୋଜି…

ଚନ୍ଦ୍ରବାବୁଙ୍କୁ ବଡ଼ ଝଟକା, ବିଜେପିରେ ମିଶିଲେ ୪ ଟିଡ଼ିପି ସାଂସଦ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡ଼ିପି ସଭାପତି ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଛି ବଡ଼ ଝଟକା । ତେଲୁଗୁ ଦେଶମ ପାର୍ଟି (ଟିଡ଼ିପି)ର ୪ ଜଣ ରାଜ୍ୟସଭା ସାଂସଦ ଆଜି ଦଳ ଛାଡ଼ିବାପରେ ବିଜେପିରେ ମିଶିଛନ୍ତି । TDP MPs of Rajya Sabha- YS Chowdary, CM Ramesh,…

ଦେଖନ୍ତୁ ଭିଡ଼ିଓ: କେଜି ୬ ହଜାର ଟଙ୍କା, ଧାମରାରେ ବିରଳ ପ୍ରଜାତିର ମାଛ !

ଭୁବନେଶ୍ୱର/ଧାମରା: ଏମିତି କ’ଣ ରହିଛି ଏହି ମାଛରେ ଯେ, ଲୋକମାନେ ଏହି ମାଛ କେଜିଏ ଘରକୁ ନେବାଲାଗି ଟଣା ଓଟରା ଲାଗିଛନ୍ତି । ଏପରିକି ଏହି ମାଛ କେଜି ପିଛା ୬ ହଜାରରୁ ୭ ହଜାର ଟଙ୍କାରେ କିଣିନେଉଛନ୍ତି ଗରାଖ! ଭଦ୍ରକ ଜିଲ୍ଲା ଧାମରା ବନ୍ଦରରେ ଧରା ହୋଇଛି ବିରଳ ପ୍ରଜାତିର ଏକ ମାଛ । ଏହାର…

ଯୁକ୍ତ ୨ ନାମଲେଖା ଆବେଦନର ଅବଧି ଆଉ ଅଧିକ ଦିନ ଘୁଞ୍ଚିଲା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଗୁରୁବାର ଦିନ +୨ ନାମଲେଖା ଲାଗି ଆବେଦନ କରିବାର ଶେଷ ତାରିଖକୁ ଆହୁରି ଅଧିକ ୫ ଦିନ ବୃଦ୍ଧି କରିଛନ୍ତି । ଏନେଇ ଏକ ବିଭାଗୀୟ ନୋଟିସ ଅନୁଯାୟୀ, ନାମ ଲେଖାଇବା ଲାଗି ଆବେଦନ କରିବାର ଶେଷ ତାରିଖ ଜୁନ ୨୧ ପରିବର୍ତ୍ତେ ଜୁନ ୨୬…

ପୌରାଣିକ କିମ୍ବଦନ୍ତୀରେ ରଥ-ପଥ ଓ ଶ୍ରୀକ୍ଷେତ୍ର-ଶ୍ରୀଜଗନ୍ନାଥ…

ପୁରୀ/ଭୁବନେଶ୍ୱର: ‘ଶ୍ରୀଜଗନ୍ନାଥ’ - ମହାପ୍ରଭୁଙ୍କର ଯେଉଁ ନାମଟିକୁ ଉଚ୍ଚାରଣ କଲେ ହିଁ ପ୍ରତ୍ୟେକ ପ୍ରାଣ ସ୍ପନ୍ଦନ ସ୍ୱତଃ ଉଦ୍ବେଳିତ ହୋଇଉଠେ । ‘ଜୟ ଜଗନ୍ନାଥ’ - ଏହି ସର୍ବ ଶକ୍ତିମାନ ନାମଟିକୁ ମନନ କରିବା ମାତ୍ରେ ହିଁ ଭକ୍ତର ହୃଦୟ ତନ୍ତ୍ରୀ ଅପୂର୍ବ ଭକ୍ତି ଭାବନାରେ ମନ୍ତ୍ରମୁଗ୍ଧ…

ଆସନ୍ତାକାଲିଠୁଁ ରାଜ୍ୟରେ ପ୍ରବଳ ବର୍ଷା, ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ଜଳବାୟୁ ତୀବ୍ରଭାବେ କ୍ରୀୟାଶୀଳ ହେବାଯୋଗୁଁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟକୁ ଛୁଇଁବ ବାର୍ଷିକ ମୌସୁମୀ । ଏନେଇ ଗୁରୁବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ସୂଚନା ଦିଆଯାଇଛି । ଏପରିକି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇ…

ମହାନଦୀରେ ହେବ ନମାମୀ ଗଙ୍ଗା ପରି ପ୍ରକଳ୍ପ: ରାଷ୍ଟ୍ରପତି

ନୂଆଦିଲ୍ଲୀ : ନମାମୀ ଗଙ୍ଗା ଯୋଜନା ପରି ମହାନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରକଳ୍ପ କରାଯିବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଦିନ ପ୍ରକାଶ କରିଛନ୍ତି । ପାର୍ଲିଆମେଣ୍ଟର ମିଳିତ ଅଧିବେଶନରେ ଯୋଗଦେଇ ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି, ଗଙ୍ଗା…

ସୋସିଆଲ ମିଡିଆରେ ଶ୍ରୀମନ୍ଦିର ବେଢାର ଫଟୋ ଛାଡି ନିଲମ୍ବିତ ହେଲେ ସେବାୟତ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ଭିତର ଦୃଶ୍ୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣାରେ ଗୁରୁବାର ଦିନ ଜଣେ ସେବାୟତ ନିଲମ୍ବିତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ମନ୍ଦିର ବେଢା ମଧ୍ୟରେ ମହାପ୍ରଭୁଙ୍କ ପାଇଁ ପଇତା ତିଆରି ହେଉଥିବାର ଦୃଶ୍ୟ ଅଶୋକ ପାତ୍ର ନାମକ ଜଣେ ପାଟରା ସେବାୟତ…