ଅନୁଭବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ନବୀନ ନିବାସ ଗଲେ ସାମ୍ବାଦିକା
ଭୁବନେଶ୍ୱର: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ମହିଳା ସାମ୍ବାଦିକା ସସ୍ମିତା ଆଚାର୍ଯ୍ୟ ଗୁରୁବାର ଦିନ ନବୀନ ନିବାସରେ ଧାରଣା ଦେଇଛନ୍ତି ।
ସେ ନବୀନ ନିବାସ ସମ୍ମୁଖରେ ଧାରଣା ଦେଇଥିବା ବେଳେ ଏୟାରଫିଲ୍ଡ ଥାନାର ପୋଲିସ ତାଙ୍କୁ…