ଉଜୁଡ଼ା ଖେଳର ସଂସାର
ପଲିଟିକ୍ସ ଫଲିଟିକ୍ସ
ଉଜୁଡ଼ା ଖେଳର ସଂସାର
ଜ୍ୟୋତି ପ୍ରକାଶ ମହାପାତ୍ର
ଖେଳିବାଟା ଗୋଟେ ନିଶା । ସ୍କୁଲରୁ ଆସି ବ୍ୟାଗ୍ ଫିଙ୍ଗି ଦେଇ ପାଖ ପଡ଼ିଆକୁ ଦଉଡ଼ି ଯିବା ଥିଲା ନିୟମିତ ଅଭ୍ୟାସ । ଆଗ କ୍ରିକେଟ୍ । ପୁଣି କ୍ରିକେଟ୍ ସରିଲେ ଷ୍ଟମ୍ପ ଉପାଡ଼ି ସେଥିରେ ହକି ଖେଳ । ବର୍ଷାଦିନିଆ…