ଲୋକସଭା ଉପ-ବାଚସ୍ପତି ଦୌଡ଼ରେ ଭର୍ତ୍ତୃହରି, ମୋଦୀଙ୍କ ସହ ଆଲୋଚନା କରିବେ ନବୀନ !
ଭୁବନେଶ୍ୱର: ଲୋକସଭା ଉପ-ବାଚସ୍ପତି ପଦବୀ ଦୌଡ଼ରେ ବିଜେଡ଼ି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଆସନ୍ତା ଜୁନ ୧୧ ତାରିଖରେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିବାର ଯଥେଷ୍ଟ…