ଜାଣନ୍ତୁ, କେମିତି କଟିବ ଆଜି ଦିନ…
ଆଜିର ରାଶି ଫଳ
୨୩-୦୫-୨୦୧୯ ଗୁରୁବାର
ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର
ଆଜି ଦିନର ମହତ୍ତ୍ୱ.
ଆଜି ହେଉଛି ୨୦୧୯ ମସିହା ମେ ମାସ ତା ୨୩ ରିଖ ଗୁରୁବାର ବୃଷ ୯ ଦିନ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ଉତ୍ତରା ଷାଢା ନକ୍ଷତ୍ର ଧନୁ ଚନ୍ଦ୍ର
ତୁଳା କୁମ୍ଭ ରାଶିର ଘାତ ବାର…