ରିଲିଜ ହେଲା ସଲମାନଙ୍କ ଅଭିନୀତ ‘ଭାରତ’ର ଟ୍ରେଲର
ମୁମ୍ବାଇ : ଦବଙ୍ଗ ଷ୍ଟାର୍ ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’ର ଟ୍ରେଲର ରିଲିଜ୍ ହୋଇଯାଇଛି।
୩ମିନିଟ ୧୧ସେକେଣ୍ଡର ଟ୍ରେଲରରେ ସମସ୍ତ କଳାକାରଙ୍କ ଦମଦାର ଅଭିନୟ ସହ ଲଭ୍, ଇମୋଶନ, ଡ୍ରାମା ଭରପୂର ରହିଥିବା ବେଳେ ଏପ୍ରିଲ ୫ ତାରିଖରେ ଫିଲ୍ମଟି ପରଦାକୁ ଆସିବାକୁ ଯାଉଛି ।…