ଭୀମ୍ସାରରେ ପୁଣି ରାଗିଂ ଅଭିଯୋଗ, ବସିଲା ଆଣ୍ଟିଂ ରାଗିଂ ସେଲର ବୈଠକ
ଭୁବନେଶ୍ୱର: ଭୀମ୍ସାରରେ ପୁଣି ରାଗିଂ ହୋଇଥିବା ଅଭିଯୋଗ। ଜଣେ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ତୃତୀୟ ବର୍ଷର କିଛି ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଛି। ଜୁନିଅର ଛାତ୍ରଙ୍କୁ ସିନିଅର ଛାତ୍ରମାନେ ମିଶି ମାଡ ମାରିଥିବା ଅଭିଯୋଗ ହୋଇଛି।
ଏନେଇ ରାଗିଂର ଶିକାର ହୋଇଥିବା ଛାତ୍ରର ମାଁ…