Latest Odisha News

BREAKING NEWS

ଚାମ୍ପିୟନ୍ସ ଟ୍ରଫି କାର୍ଯ୍ୟସୂଚୀ ଘୋଷିତ : ଏହି ଦିନ ହେବ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପାଇଁ ଆଇସିସି ମଙ୍ଗଳବାର ବିଧିବଦ୍ଧ କାର୍ଯ୍ୟସୂଚୀ ଘୋଷଣା କରିଛି । ଫେବୃୟାରୀ ୧୯ରୁ ଏହି ମୁକାବିଲା ଆରମ୍ଭ ହେବ ଏବଂ ମାର୍ଚ୍ଚ ୯ରେ ଫାଇନାଲ ମ୍ୟାଚ ଖେଳାଯିବ । ପାକିସ୍ତାନ ଏହାର ଆୟୋଜକ ଥିଲେ ମଧ୍ୟ ହାଇବ୍ରିଡ ମଡେଲରେ…

ବିଦ୍ୟୁତ୍ ବିଲ୍ ବାକି; ଅନ୍ଧାର ହୋଇଯିବ କି ବାଂଲାଦେଶ? 

ଅଗରତାଲା: ୨୦୦ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ବକେୟା ରଖିଛି ବାଂଲାଦେଶ। ସୋମବାର ଦିନ ଏହି ସୂଚନା ଦେଇଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା। ସେ କହିଛନ୍ତି ଯେ ପଡୋଶୀ ଦେଶକୁ ବିଦ୍ୟୁତ ଯୋଗାଣ ବନ୍ଦ କରିବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ତ୍ରିପୁରା ରାଜ୍ୟ…

‘କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ’ ୨୦୨୪ ଟାଇଟଲ୍ ହାତେଇଲେ ଓଡ଼ିଶାର ଦିଲିଶା ବେହେରା 

ଭୁବନେଶ୍ୱର: ଓଡ଼ିଶାର ଦିଲିଶା ବେହେରା କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୨୪ ଟାଇଟଲ୍ ହାସଲ୍ କରିଛନ୍ତି। କିଟ୍ ଫିଲ୍ମ ଆଣ୍ଡ ଫେସନ ସ୍କୁଲ୍‍ ପକ୍ଷରୁ ଆୟୋଜିତ ‘କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ’ ୨୦୨୪ର ଫାଇନାଲ୍ ତଥା ମେଗା ରାଉଣ୍ଡ ସୋମବାର ଶେଷ ହୋଇଛି। ଫାଇନାଲ୍ ରାଉଣ୍ଡରେ…

ନେପାଳ ରାସ୍ତା ଦେଇ ଆସୁଛି ଚାଇନା ରସୁଣ; ୧ କୋଟିର ରସୁଣ ଜବତ କଲା ପୋଲିସ

ପାଟନା: ଭାରତରେ ରସୁଣର ଅଭାବ ହେତୁ ନେପାଳ ଦେଇ ଚାଇନାରୁ ରସୁଣ ତସ୍କରୀ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି ବେଆଇନ ବାଣିଜ୍ୟରେ ଅନେକ ଛୋଟ ଏବଂ ବଡ ଗ୍ୟାଙ୍ଗ ଜଡିତ ଅଛନ୍ତି । ଏହି ଗ୍ୟାଙ୍ଗଗୁଡିକ ନେପାଳରୁ ଭାରତକୁ ରସୁଣର ସାମଗ୍ରୀ ପଠାଉଛନ୍ତି । ସୀମା ସୁରକ୍ଷା ବାହିନୀ କ୍ରମାଗତ ଭାବେ…

ତନୂଷଙ୍କୁ କାହିଁକି ଚୟନ କରାଗଲା ସ୍ପଷ୍ଟ କଲେ ରୋହିତ

ମେଲବୋର୍ଣ୍ଣ: ବର୍ଡର-ଗାଭାସ୍କର ଟ୍ରଫି ସିରିଜର ତୃତୀୟ ମ୍ୟାଚରେ ଭାରତର ସିନିୟର ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଅବସର ଘୋଷଣା କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ବାକି ୨ଟି ଟେଷ୍ଟ ପାଇଁ ଅଶ୍ୱୀନଙ୍କ ସ୍ଥାନରେ ତନୂଷ କୋଟିୟାନଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି । ତନୂଷ ହଠାତ ଚୟନ କରାଯିବା…

ନୂଆ ବର୍ଷାରୁ ଏହି ସବୁ ସ୍ମାର୍ଟଫୋନରେ ଚାଲିବନି ହ୍ୱାଟସ୍ ଆପ୍, ଫେସବୁକ୍ ଓ ଇନଷ୍ଟାଗ୍ରାମ

ସମଗ୍ର ବିଶ୍ୱରେ ହ୍ୱାଟସ୍ ଆପ୍‌ରେ ୨୯୫ ନିୟୁତରୁ ଅଧିକ ଉପଭୋକ୍ତା ଅଛନ୍ତି। ମେଟାର ତତକ୍ଷଣାତ୍ ମେସେଜିଂ ପ୍ଲାଟଫର୍ମ ହେଉଛି ଦୁନିଆର ସର୍ବାଧିକ ବ୍ୟବହୃତ ଆପ୍। କମ୍ପାନୀ କ୍ରମାଗତ ଭାବରେ ଏଥିପାଇଁ ନୂତନ ଫିଚର ଏବଂ ସୁରକ୍ଷା ଅଦ୍ୟତନଗୁଡିକ ପ୍ରକାଶ କରେ। ତେବେ ଯେଉଁମାନେ ହ୍ୱାଟସ୍‌ଆପ୍…

ପରିବା ଦୋକାନରେ ରସୁଣ ଦର ଶୁଣି ଚମକି ପଡିଲେ ରାହୁଲ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଦରଦାମ ବୃଦ୍ଧି ନେଇ ମୋଦି ସରକାରଙ୍କୁ ଅନେକ ସମୟରେ ଟାର୍ଗେଟ କରିଥାନ୍ତି। ସେ ମଙ୍ଗଳବାର ଏକ ଭିଡିଓ ସେୟାର କରି ଲେଖିଛନ୍ତି ଯେ ଆଗରୁ ରସୁଣର ମୂଲ୍ୟ ୪୦ ଟଙ୍କା ଥିଲା ଏବଂ ଏବେ ଏହାର ମୂଲ୍ୟ କିଲୋ ପିଛା…

ଖେଳ ରତ୍ନ ପୁରସ୍କାର ବିବାଦ: ମନୁ ଭାକର ମାନିଲେ ସେ ଭୁଲ କରିଥିଲେ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ମହିଳା ଶୁଟର ମନୁ ଭାକର ୨ଟ ପଦକ ଜିତି ଦେଶକୁ ଗୌରବାନ୍ୱିତ କରିଛନ୍ତି । ମନୁଙ୍କୁ ଏଥର ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ମିଳିବ ବୋଲି ଆଶା କରାଯାଉଥିଲା । ତେବେ ଖେଳ ପୁରସ୍କାର ପାଇଁ କରାଯାଇଥିବା ଶର୍ଟ ଶିଷ୍ଟରେ ମନୁଙ୍କ ନାମ ନ ଥିବାରୁ…

ନିର୍ବାଚନରେ ବଡ଼ ଗଡ଼ବଡ଼ !

ଭୁବନେଶ୍ବର: ଲୋକସଭା ଓ ବିଧାନସଭା ନିର୍ବାଚନରେ ହୋଇଛି କି ଭୋଟ୍ ଜାଲିଆତି? ମତଦାନ ସଂଖ୍ୟାକୁ ନେଇ ଦ୍ବନ୍ଦ୍ବ ! ପ୍ରିଜାଇଡିଂ ଅଫିସର ଓ ରିଟର୍ଣ୍ଣିଂ ଅଫିସରଙ୍କ ତଥ୍ୟରେ ଫରକ ! ସାଧାରଣ ନିର୍ବାଚନରେ ଭୋଟ୍ ଜାଲିଆତି ଅଭିଯୋଗରେ ଗତକାଲି ନିର୍ବାଚନ କମିଶନଙ୍କୁ ଭେଟିଥିଲେ ବିଜେଡି ସାଂସଦ । ଆଉ…

ପୁରୁଷ ଶୂନ୍ୟ ଗାଁ, ହେଲେ ବି ମହିଳା ହୁଅନ୍ତି ଗର୍ଭବତୀ: ଜାଣନ୍ତୁ ଏହା ପଛର ରହସ୍ୟ

ଆମ ଦୁନିଆରେ ଏପରି ଅନେକ ସଂସ୍କୃତି ଆଜି ବି ଶତାବ୍ଦୀ ଧରି ଚାଲିଆସୁଛି। ଦୁନିଆରେ ଏପରି ଅନେକ ସ୍ଥାନ ଅଛି ଯାହା ବିଷୟରେ ଲୋକମାନେ ଏପର୍ଯ୍ୟନ୍ତ ଜାଣି ନାହାଁନ୍ତି। ସେହିପରି ବହୁତ ଆଶ୍ଚର୍ଯ୍ୟଜନକ ଘଟଣା ଅଛି। ଜାଣିଲେ ଲାଗେ ଏମିତି ବି ହୋଇପାରେ। ଆପଣ ଶୁଣିଛନ୍ତି କି ପରୁଷ ନଥାଇ ମହିଳା…