Latest Odisha News

BREAKING NEWS

ଦିଲ୍ଲୀ ନିର୍ବାଚନ: କାହିଁକି ବିଜେପି ଜିତିବା ନେଇ ଆକଳନ?

ନୂଆଦିଲ୍ଲୀ: ଦିଲ୍ଲୀରେ ଫୁଟିବ ପଦ୍ମ ! ଅଧିକାଂଶ ଏକଜିଟ୍ ପୋଲ ଏନେଇ ସଂକେତ ଦେଇଛନ୍ତି । କେବଳ ଓ୍ବି ପ୍ରିଜାଇଡ୍ ସର୍ଭେ ହିଁ ଆପ୍ ପୁଣି କ୍ଷମତାକୁ ଆସିବା ନେଇ ଆକଳନ କରିଛି । ଏକଜିଟ୍ ପୋଲ ସତ ନହେଲେ ମଧ୍ୟ ଏକଥା ସତ ଯେ, ଦିଲ୍ଲୀରେ ଆପ୍ ଓ ବିଜେପି ମଧ୍ୟରେ କଡା ଟକ୍କର ହେବ । ଲଗାତର ଚତୁର୍ଥ…

ବିଦେଶ ଯିବାକୁ ଗଳାବାଟ ଡଙ୍କି ରୁଟ୍: ଜାଣନ୍ତୁ ଏହା ପଛର ଅଜଣା କଥା

ନୂଆଦିଲ୍ଲୀ: ଗତକାଲି ଅବୈଧ ଭାରତୀୟ ପ୍ରବାସୀଙ୍କୁ ନେଇ ଆମେରିକୀୟ ସାମରିକ ବିମାନ ଅମୃତସରରେ ଅବତରଣ କରିଛି। ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଦାୟିତ୍ୱ ନେବା ପରେ ଦେଶରେ ପ୍ରବାସୀମାନଙ୍କ ବିରୁଦ୍ଧରେ ଏହା ପ୍ରଥମ କାର୍ଯ୍ୟାନୁଷ୍ଠାନ। ଏହି ବିମାନରେ ୨୦୫ ଜଣ ଲୋକ ଥିଲେ ବୋଲି ଜଣା ପଡ଼ିଛି, ଯେଉଁଥିରୁ…

ଏଣିକି ରାତି ଅଧ ଯାଏ ଦୋକାନ ଖୋଲିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ସୁନ୍ଦରଗଡ଼: ଏଣିକି ରାତି ଅଧ ଯାଏ ଦୋକାନ ଖୋଲିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ। ସହରର ବିଭିନ୍ନ ଛକରେ ରାତି ଅଧଯାଏଁ ଚା' ଏବଂ ପାନ ଦୋକାନ ଖୋଲା ରହୁଛି। ଉକ୍ତ ଦୋକାନୀଙ୍କୁ ଟାଉନ ଥାନା ଅଧିକାରୀଙ୍କ କଡ଼ା ତାଗିଦ୍। ରାତି ୧୦ଟାରେ ଦୋକାନ ବନ୍ଦ କର, ନହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ…

ଷୋଡ଼ଶ ଅର୍ଥ କମିଶନଙ୍କ ସହ ବୈଠକ ଶେଷ; ବିଭିନ୍ନ ଦାବି ରଖିଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଷୋଡ଼ଶ ଅର୍ଥ କମିସନଙ୍କର ବୈଠକ ଶେଷ ହୋଇଛି । ବୈଠକରେ ରାଜ୍ୟର ଆର୍ଥିକ ଦିଗ ଉପରେ ବିସ୍ତୃତ ଆଲୋଚନା ହେବା ସହ ରାଜ୍ୟର ବିକାଶ ପାଇଁ ଅର୍ଥ କମିସନଙ୍କୁ ପ୍ରସ୍ତାବ ଦିଆଯାଇଛି ଏହା ସହ  ୨୦୨୬-୩୧, ଏହି ପାଞ୍ଚବର୍ଷ ପାଇଁ ରାଜ୍ୟ ସରକାର…

ଅସ୍ତ୍ରୋପଚାର ପରେ ସିଲେଇ ନକରି ‘ଫେଭିକ୍ୱିକ୍’ ଲଗାଇଦେଲେ ନର୍ସ

ବେଙ୍ଗାଲୁରୁ: କୁହନ୍ତି ଡାକ୍ତର ହେଉଛନ୍ତି ଭଗବାନଙ୍କ ସ୍ଵରୁପ । କିନ୍ତୁ ଯେତେବେଳେ ଡାକ୍ତରଙ୍କ ଏକ ସାମାନ୍ୟ ଭୁଲ ରୋଗୀର ଜୀବନ ନେଇଯାଏ ସେତେବେଳେ ରୋଗୀ ଭରଷା କରିବେ ବା କାହାକୁ । ନିକଟରେ କର୍ଣ୍ଣାଟକରୁ ଏକ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ୭…

ରାଜଧାନୀରୁ ଉଦ୍ଧାର ହେଲା ବିଶାଳକାୟ ବଜ୍ରକାପ୍ତା

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଜରିପାଟଣାରୁ ୩୫ କିଲୋଗ୍ରାମ ଓଜନର ଏକ ବିଶାଳକାୟ ବଜ୍ରକାପ୍ତା ଉଦ୍ଧାର ହୋଇଛି। ଖବର ଅନୁଯାୟୀ, ଲୋକମାନେ ସକାଳ ଚାଲିବା ସମୟରେ ଏହି ବଜ୍ରକାପ୍ତକୁ ଦେଖିଥିଲେ। ଏହା ଦେଖିବା ପରେ ତୁରନ୍ତ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ମଞ୍ଚେଶ୍ୱର ବନ ବିଭାଗର…

ପ୍ରାଣୀ ଉଦ୍ୟାନରେ ବିକ୍ରି ହେଉଛି ବାଘ ମୂତ୍ର !

ନୂଆଦିଲ୍ଲୀ: ଯଦି ଆପଣ ଅସୁସ୍ଥ ହୁଅନ୍ତି , ତେବେ ଆପଣ ଡାକ୍ତରଙ୍କ ପାଖକୁ ଯିବେ ଓ ଡାକ୍ତର ଲେଖିଥିବା ଔଷଧ ଖାଇବେ । କିନ୍ତୁ ଚାଇନାରେ ଅଜବ ଔଷଧ ଏବେ ଚର୍ଚ୍ଚାରେ, ତାହା ହେଲା ବାଘର ପରିସ୍ରା! ହଁ, ବାଘ ପରିସ୍ରାକୁ ରୋଗର ଉପଶମ ଭାବରେ ପ୍ରୋତ୍ସାହିତ କରାଯାଉଛି । ଆଉ ୨୫୦ଗ୍ରାମ ବୋତଲର ଦାମ୍…

ରେଳ କର୍ମଚାରୀଙ୍କ ତ୍ରୁଟିରୁ ମାଲବାହୀ ଟ୍ରେନ୍‌ ଦୁର୍ଘଟଣା: ରେଲୱେ ବିଭାଗ

ରାଉରକେଲା: ରେଳ କର୍ମଚାରୀଙ୍କ ତ୍ରୁଟିରୁ ହୋଇଥିଲା ମାଲବାହୀ ଟ୍ରେନ୍‌ ଦୁର୍ଘଟଣା । ବାସନ୍ତୀ କଲୋନୀ ମାଲଗୋଦାମରେ ଟ୍ରେନ୍ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ରେଲୱେ ବିଭାଗ । ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରେଲୱେ ଜେନେରାଲ ମ୍ୟାନେଜର । ତେବେ ପ୍ରାଥମିକ ତଦନ୍ତ ପରେ ଷ୍ଟେସନ…

ଓଡିଶାକୁ କୃମିମୁକ୍ତ କରିବାକୁ ପ୍ରୟାସ; ଦେଢ଼ କୋଟିରୁ ଅଧିକ ଲୋକଙ୍କୁ ଦିଆଯିବ କୃମି ଔଷଧ

ଭୁବନେଶ୍ୱର: ଆସନ୍ତା ୧୦ ତାରିଖରେ ରାଜ୍ୟରେ ବ୍ୟାପକ ଭାବେ ପାଳନ ହେବ ଜାତୀୟ କୃମିନାଶକ ଦିବସ । ମହିଳା ଓ ଶିଶୁଙ୍କ ଉନ୍ନତ ସ୍ବାସ୍ଥ୍ୟ, ଭଲ ପୋଷଣ, ଉତ୍ତମ ଶାରୀରିକ ଏବଂ ମାନସିକ ବିକାଶକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ହୋଇଛି । ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ, କେନ୍ଦ୍ର…

କେରଳର ଏହି ମନ୍ଦିରକୁ ଯାନ୍ତ୍ରିକ ହାତୀ ଦେଲା ପେଟା, କରିପାରିବ ଏସବୁ କାମ

ତ୍ରିସୁର: ସୀତାର ବାଦକ ଅନୁଷ୍କା ଶଙ୍କର ଏବଂ ପେଟା ଇଣ୍ଡିଆ ପକ୍ଷରୁ ତ୍ରିସୁରର କୋମ୍ବରା ଶ୍ରୀକୃଷ୍ଣ ସ୍ୱାମୀ ମନ୍ଦିରକୁ ଏକ ଯାନ୍ତ୍ରିକ ହାତୀ ଉପହାର ଦିଆଯାଇଛି। ଅସଲି ହାତୀ ବ୍ୟବହାର ନକରି ମନ୍ଦିରର ଉତ୍ସବ ପରିଚାଳନାରେ ଏହି ହାତୀ ସାହାଯ୍ୟ କରିବ। ଏହି ତିନି ମିଟର ଉଚ୍ଚ ଯାନ୍ତ୍ରିକ ହାତୀର…