Latest Odisha News

BREAKING NEWS

ହାଇକୋର୍ଟଙ୍କ ନିର୍ଦ୍ଦେଶ: ନିଯୁକ୍ତି ପାଇବେ ୨୭୫୩ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ

କଟକ: ରାଜ୍ୟ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ଆସିଲା ଖୁସି ଖବର । ବଡ ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ।୨୭୫୩ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ (MPHW)ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ଏହା ସହ ସେମାନଙ୍କ ପୂର୍ବ ସ୍ଥଗିତାଦେଶକୁ ମଧ୍ୟ କୋହଳ କରିଛନ୍ତି ।…

ମଣିଷ ଚିହ୍ନିବାରେ ଭୂଲ କରିଦେଇଛନ୍ତି କି? ଜାଣନ୍ତୁ ଚାଣକ୍ୟଙ୍କ ଏହି କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ଅନେକ କିଛି ପରାମର୍ଶ ଦେଇଛନ୍ତି। ଏହାକୁ ଆପଣାଇବା କଷ୍ଟକର ହୋଇଥିଲେ ହେଁ ଯିଏ ତାହା କରିପାରନ୍ତି ତାଙ୍କର ଜୀବନ ସୁଖମୟ ହୋଇଥାଏ। ସେଥିରୁ ଗୋଟିଏ ହେଲା ମଣିଷ ଚିହ୍ନିବା। ଆଜିର ବ୍ୟସ୍ତବହୁଳ ସମୟରେ ମଣିଷ ଚିହ୍ନିବାରେ ଭୁଲ…

୨୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ଖିଲାଡି ଷ୍ଟାରଙ୍କ ‘ସ୍କାଏ ଫୋର୍ସ’

ମୁମ୍ବାଇ: ବଲିଉଡର ଖିଲାଡି ଅକ୍ଷୟ କୁମାରଙ୍କ ସଦ୍ୟ ମୁକ୍ତିଲାଭ କରିଥିବା ଫିଲ୍ମ 'ସ୍କାଏ ଫୋର୍ସ' ବର୍ତ୍ତମାନ ବକ୍ସ ଅଫିସ ସହ ବିଦେଶୀ ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରୁଛି । ବହୁତ ଦିନ ପରେ, ତାଙ୍କର ଏହି ଫିଲ୍ମଟି ଦର୍ଶକଙ୍କ ଭଲପାଇବା ସାଉଁଟିଛି । ଅକ୍ଷୟ କୁମାରଙ୍କ ୱାର ଆକ୍ସନ…

ଓ୍ବାର୍କଆଉଟ୍‌ ପରେ କାହିଁକି ଥରିବାକୁ ଲାଗେ ହାତ? ଜାଣନ୍ତୁ ଏହା ପଛର କାରଣ

ଫିଟ୍‌ ଏବଂ ସୁସ୍ଥ ଶରୀର ପାଇବା ପାଇଁ ଲୋକମାନେ ବ୍ୟାୟାମ କରନ୍ତି। ଏଥିପାଇଁ ଜିମ୍‌ରେ ଓ୍ବାର୍କଆଉଟ୍‌ବେଳେ ବହୁତ ଝାଳ ମଧ୍ୟ ବୁହାନ୍ତି। କିନ୍ତୁ ବେଳେବେଳେ ଅତ୍ୟଧିକ ଓ୍ବାର୍କଆଉଟ୍‌ ଯୋଗୁଁ କିଛି ଲୋକଙ୍କ ହାତ ଓ ଗୋଡ ଥରିବା ଆରମ୍ଭ କରେ। ଓ୍ବାର୍କଆଉଟ୍‌ ପରେ ହାତ କିମ୍ବା ଗୋଡ ଥରିବା ଏକ…

ଚମକାଇଲା ନୂଆ ଏକ୍‌ଜିଟ ପୋଲ, କଂଗ୍ରେସକୁ ଏତେ ସିଟ, ପଛରେ ଆପ

ନୂଆଦିଲ୍ଲୀ: ଦିଲ୍ଲୀ ପାଇଁ ଆସିଥିବା ଭୋଟ ବାହୁଡା ମତ କହୁଛି ଏଥର ସେଠାରେ ବିଜେପି ସରକାର। ଅଧିକାଂଶ ଏକଜିଟ ପୋଲରେ ପଛରେ ପଡିଛି ଆପ। ଦିଲ୍ଲୀ ବିଧାନସଭାର ୭୦ ଆସନ। ଆଉ ମ୍ୟାଜିକ ନମ୍ବର ପାଇଁ ୩୬ ସିଟ୍ ଦରକାର ଥିବା ବେଳେ ବିଭିନ୍ନ ସଂସ୍ଥା କରିଛନ୍ତି ଭିନ୍ନ ଭିନ୍ନ ଆକଳନ। ମେଟ୍ରିଜ୍ (…

ରାଗିଗଲେ ରୋହିତ

ନାଗପୁର: ଭାରତୀୟ କ୍ରିକେଟ ଟିମ ଏବେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତି ଶେଷ କରିଛି । ଏ ନେଇ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ପ୍ରେସ କନଫେରେନ୍ସରେ ଟିମ ରଣନୀତି ସମ୍ପର୍କୀତ ପ୍ରଶ୍ନର ଉତର ଦେଉଥିଲେ । ତେବେ ଜଣେ ସାମ୍ବାଦିକ ତାଙ୍କ ଫର୍ମ ସମ୍ପର୍କରେ ପଚାରିବାରୁ ସେ…

୧୮ ଅଣହିନ୍ଦୁ କର୍ମୀଙ୍କୁ ବାହାର କଲେ ତିରୁପତି ମନ୍ଦିର ବୋର୍ଡ

ତିରୁପତି: ଆନ୍ଧ୍ର ପ୍ରଦେଶର ତିରୁପତି ବାଲାଜୀ ମନ୍ଦିର ପରିଚାଳନା କମିଟି ୧୮ ଜଣ କର୍ମଚାରୀଙ୍କୁ ବହିଷ୍କାର କରିବାକୁ ପ୍ରସ୍ତୁତ ହେଉଛି। ସମସ୍ତେ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି)ର ନିୟମ ବିରୁଦ୍ଧରେ କାମ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଟ୍ରଷ୍ଟ ୧୮ ଜଣ…

ଓଡିଶା ରଣଜୀ ଟିମ ପାଇଁ ନକଆଉଟ ପ୍ରବେଶ ହୋଇଯିବ କି ସ୍ୱପ୍ନ

ଭୁବନେଶ୍ୱର: ଓଡିଶାରେ ଅନେକ ପ୍ରତିଭାବାନ କ୍ରିକେଟର ଥିଲେ ମଧ୍ୟ ରଣଜୀ ଟ୍ରଫିରେ ସେମାନଙ୍କ ପ୍ରଦର୍ଶନ କ୍ରୀଡାପ୍ରେମୀଙ୍କୁ ନିରାଶ କରୁଛି । ୨୦୧୯ ପରଠାରୁ ଓଡିଶା ରଣଜୀ ଟ୍ରଫିର ନକଆଉଟରେ ପ୍ରବେଶ କରିପାରି ନାହିଁ । ଆଗକୁ ଏହା କଣ କ୍ରୀଡାପ୍ରେମୀଙ୍କ ପାଇଁ ସ୍ୱପ୍ନ ସଦୃଶ ହୋଇଯିବ କି ? ଘରୋଇ…

ମହାକାଶରେ କିଭଳି ସଫା ହୁଏ ଆଷ୍ଟ୍ରୋନଟଙ୍କ ପୋଷାକ… 

ନୂଆଦିଲ୍ଲୀ: ମହାକାଶରେ ଦୀର୍ଘ ମାସ ଧରି ଫସି ରହିଛନ୍ତି ଆଷ୍ଟ୍ରୋନଟ୍ ସୁନିତା ୱିଲିୟମ୍ସ ଓ ତାଙ୍କ ସାଥୀ। ଖାସକରି ମହାକାଶଚାରୀମାନେ ବର୍ତ୍ତମାନ ସମୟରେ ତିନିରୁ ଆଠ ମାସ ଧରି ମହାକାଶରେ ରହିବା ସହ ସେଠାରେ ଶୋଇବା, ଖାଇବା ଓ ବ୍ୟାୟାମ ମଧ୍ଯ କରୁଛନ୍ତି। ଏହାରି ମଧ୍ୟରେ ମନରେ ପ୍ରଶ୍ନ ଆସେ…

ସଡ଼କ ଦୁର୍ଘଟଣା ହ୍ରାସ ନେଇ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ରାଜ୍ୟରେ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମକୁ ପ୍ରଭାବୀ କରିବାକୁ ପୋଲିସ ମହାନିର୍ଦ୍ଦେଶକ ଓ୍ୱାଇବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । କ୍ରମାଗତ ଭାବେ ବଢ଼ୁଥିବା ସଡ଼କ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁସଂଖ୍ୟାକୁ ନେଇ ଡିଜିପି ଚିନ୍ତାବ୍ୟକ୍ତ କରିଥିଲେ । ସଚେତନତା…