୩୬ ଡିଗ୍ରୀ ପାର କଲା ପାରଦ: ଆହୁରି ୨ ଦିନ ଘନ କୁହୁଡ଼ି ଆଲର୍ଟ
ଭୁବନେଶ୍ୱର: ରାଜ୍ୟରେ ଏବେଠାରୁ ୩୬ ଡିଗ୍ରୀ ପାର କଲାଣି ପାରଦ। ପ୍ରଚଣ୍ଡ ଗରମରେ ସିଝିଲାଣି ଓଡିଶା। ୧୦ ସହରରେ ତାତି ୩୫ ଡିଗ୍ରୀ ସେଲସିୟସ୍ ଟପିଛି। ଚଳିତ ବର୍ଷ ହଠାତ୍ ମାଘ ମାସରେ ଶୀତ କୁଆଡ଼େ ଗାଏବ ହୋଇଯାଇଛି । ଆଉ ଫେବୃଆରୀ ମାସ ଆରମ୍ଭରୁ କଲବଲ କରୁଛି ଖରାର ତାତି। ଏପରିକି ଖରା ଦିନ…