Jio Plan: ଆଜି ରିଚାର୍ଜ କଲେ ମିଳିବ ୩୩୬ ଦିନର ଭ୍ୟାଲିଡିଟି, ଫ୍ରିରେ ପାଇବେ…
ନୂଆଦିଲ୍ଲୀ : ଯଦି ଆପଣ ରିଲାଏନ୍ସ ଜିଓର ପ୍ରିପେଡ ସିମ ବ୍ୟବହାର କରନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଦରକାରୀ। ଆଜି ଆମେ ଆପଣଙ୍କୁ ଏପରି ଏକ ଶସ୍ତା ରିଚାର୍ଜ ପ୍ଲାନ ବିଷୟରେ କହିବୁ ଯାହା ୧୮୦୦ ଟଙ୍କାରୁ କମ ମୂଲ୍ୟରେ ୩୩୬ ଦିନର ବୈଧତା ପ୍ରଦାନ କରେ। ଏହି ପ୍ଲାନର ମୂଲ୍ୟ ୧୭୪୮ ଟଙ୍କା,…