ଓଡ଼ିଶାରେ ଷୋଡଶ ଅର୍ଥ କମିଶନ, ରାଜ୍ୟକୁ ମିଳିପାରେ ସ୍ଵତନ୍ତ୍ର ଅନୁଦାନ
ଭୁବନେଶ୍ୱର: ଓଡିଶାରେ ପହଞ୍ଚିଛନ୍ତି ଷୋଡ଼ଶ ଅର୍ଥ କମିଶନ। ଷୋଡ଼ଶ ଅର୍ଥ କମିଶନ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବା ସହିତ ରାଜ୍ୟ ସରକାରଙ୍କ ମିଳିତ ଆଲୋଚନା କରିବେ। ଆଗାମୀ ଦିନରେ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ଯୋଜନା ପାଇଁ ଅର୍ଥ ବ୍ୟୟବରାଦ ହେବାକୁ ଥିବା ସୂଚନା ମିଳଛି ।
ନୀତି…