Latest Odisha News

BREAKING NEWS

ଭାରତ ଗଲେ ମୋତେ ନିର୍ଯ୍ୟାତନା ଦେବେ; ପ୍ରତ୍ୟାର୍ପଣକୁ ନେଇ କୋର୍ଟରେ ଆତଙ୍କବାଦୀ ତହବୁର ରାଣାର ଗୁହାରି

ନୂଆଦିଲ୍ଲୀ: ଭାରତକୁ ପ୍ରତ୍ୟାର୍ପଣ ନକରିବାକୁ ଆମେରିକାର ସୁପ୍ରିମକୋର୍ଟରେ ଆବେଦନ କରିଛି ୨୬/୧୧ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା। ଏପରିକି 'ଜରୁରୀକାଳୀନ ଷ୍ଟେ' ପାଇଁ ମଧ୍ଯ ଦାବି କରିଛି। ନିଜ ଆବେଦନରେ ସେ କହିଛି ଯେ ଯଦି ତାଙ୍କୁ ଭାରତ ପଠାଯାଏ ତେବେ ତାଙ୍କୁ…

କୋଟିପତି ସରକାରୀ ବାବୁ, ବିଡ଼ା ବିଡ଼ା ଟଙ୍କା ଦେଖି ଭିଜିଲାନ୍ସ ତାଜୁବ୍

ଭୁବନେଶ୍ଵର: କୋଟିପତି ସରକାରୀ ବାବୁ । ଚଢ଼ାଉ ବେଳେ ଘରୁ ବାହାରୁଛି ପୁଳା ପୁଳା ସୁନା ସହ ବିଡ଼ା ବିଡ଼ା ଟଙ୍କା । ଯାହାକୁ ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଆଖି ଜଳକା । ଯେପରି ଲାଗୁଛି ଏସଟିଏ ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ସୁନା, ରୁପା ଓ ହୀରାର ଭଣ୍ଡାର ଖୋଲିଛି ! ଚଢାଉ ବେଳେ…

ଚେକ୍ ବାଉନ୍ସ ମାମଲା: ରାମ ଗୋପାଳ ବର୍ମାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି

ମୁମ୍ବାଇ: ଚେକ୍ ବାଉନ୍ସ ମାମଲାରେ ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କୁ ମୁମ୍ବାଇର ଏକ କୋର୍ଟରୁ ଝଟକା ଲାଗିଛି । ରାମ ଗୋପାଳ ବର୍ମାଙ୍କ ଜେଲ ଦଣ୍ଡକୁ ସ୍ଥଗିତ ରଖିବା ପାଇଁ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି ଏବଂ ରାମ ଗୋପାଳ ବର୍ମାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ…

ପଡୋଶୀ ଘରକୁ ଗଲା ବୋଲି, ୫ ବର୍ଷର ଝିଅକୁ ୪ ଖଣ୍ଡ କରିଦେଲା ବାପା

ସୀତାପୁର: ଉତ୍ତରପ୍ରଦେଶର ସୀତାପୁରରେ ଜଣେ ବ୍ୟକ୍ତି ତାଙ୍କ ୫ ବର୍ଷର ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ପ୍ରଥମେ ଝିଅର ତଣ୍ଟି ଚିପି ମାରିବା ସହ ମୃତଦେହକୁ ଚାରି ଖଣ୍ଡ କରି ଦେଇଥିଲେ। ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତଙ୍କ କହିବାନୁସାରେ ତାଙ୍କର ପଡ଼ୋଶୀଙ୍କ ସହିତ…

ଚୋରି କରି ଗିଳିଦେଲା ୬ କୋଟିର ହୀରାର କାନଫୁଲ

ନୂଆଦିଲ୍ଲୀ: ହୀରା ଦୋକାନକୁ ଗଲା, ଆଉ ହଳେ ହୀରାର କାନଫୁଲ ଚୋରି କରିବାରେ ବି ସଫଳ ହୋଇଥିଲା ବି ଚୋର । ହେଲେ ବିଡମ୍ବନାର ବିଷୟ, ଧରାପଡିବା ଭୟରେ କାନଫୁଲଟିକୁ ଗିଳିପକାଇଲା । ଏଭଳି କିଛି ଘଟଣା ଏବେ ସାମ୍ନାକୁ ଆସିଛି, ଆମେରିକାର ଓ୍ବାସିଙ୍ଗଟନ ସହରରୁ । ସେଠିକା ଏକ ଚୋର ଟିଫାନି ଆଣ୍ଡ…

ଭାଷାକୁ ନେଇ ଟ୍ରମ୍ପଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଆମେରିକାର ସରକାରୀ ଭାଷା ହୋଇଛି ଇଂରାଜୀ । ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏନେଇ ଘୋଷଣା କରିଛନ୍ତି । ପୂର୍ବରୁ ମଧ୍ୟ ଇଂରାଜୀକୁ ଆମେରିକାର ସରକାରୀ ଭାଷା କରିବା ନେଇ ପ୍ରସ୍ତାବ ଆସିଥିଲା । ତେବେ ବିରୋଧ ଯୋଗୁଁ କାର୍ଯ୍ୟକାରୀ ହୋଇ ପାରିନଥିଲା । ଇଂରାଜୀ ଆମେରିକାର ସରକାରୀ ଭାଷା…

କାହିଁକି ବିହାରରେ କଂଗ୍ରେସ-ଆରଜେଡି ମୁହାଁମୁହିଁ?

ନୂଆଦିଲ୍ଲୀ: ବିହାର ନିର୍ବାଚନକୁ ଆଉ କିଛି ମାସ ବାକି । ଏମିତିକି ଆଗୁଆ ନିର୍ବାଚନକୁ ନେଇ ବି ଆକଳନ ହେଲାଣି । ବିଜେପି ମିଶନ ବିହାରକୁ ନେଇ ଗ୍ରାଉଣ୍ଡକୁ ଗଲାଣି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନଥିଲେ ବି ନୀତିଶ କୁମାରଙ୍କ ନେତୃତ୍ବରେ ନିର୍ବାଚନ ଲଢିବାକୁ କହିସାରିଛି ବିଜେପି। ହେଲେ…

ସିଡି ତଳେ ଭୁଲରେ ବି କରନ୍ତୁନି ଗାଧୁଆ ଘର, ନଚେତ୍….

ଭୁବନେଶ୍ଵର: ବାସ୍ତୁ ଶାସ୍ତ୍ରରେ ଦିଗର ଅନେକ ମହତ୍ୱ ରହିଛି । ପ୍ରତ୍ୟେକ ଛୋଟ ବଡ଼ ଜିନିଷ ପାଇଁ ବାସ୍ତୁ ନିୟମ ରହିଛି ।ଏହି ନିୟମର ପାଳନ କରିଲେ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ବୃଦ୍ଧି ହୋଇଥାଏ ଏବଂ ନିୟମ ବିରୋଧରେ ଗଲେ ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ…

‘ଯଦି ମହିଳା ସିନ୍ଦୁର ଓ ମଙ୍ଗଳସୂତ୍ର ନ ପିନ୍ଧିବେ ତେବେ ସ୍ବାମୀମାନେ କାହିଁକି ଆଗ୍ରହ ଦେଖାଇବେ’: କୋର୍ଟ

ମୁମ୍ବାଇ: “ଯଦି ମହିଳା ସିନ୍ଦୁର ଓ ମଙ୍ଗଳସୂତ୍ର ନ ପିନ୍ଧିବେ ତେବେ ସ୍ବାମୀମାନେ କାହିଁକି ସ୍ତ୍ରୀଙ୍କ ପ୍ରତି ଆଗ୍ରହ ଦେଖାଇବେ”, ଏପରି ଏକ ବୟାନ ଦେଇ ଏବେ ଚର୍ଚ୍ଚାରେ ମହାରାଷ୍ଟ୍ର ପୁନେ ଜିଲ୍ଲା କୋର୍ଟ । ବାସ୍ତବରେ ଏକ ଛାଡପତ୍ର ମାମଲାର ଶୁଣାଣିବେଳେ ଏପରି ଏକ ଅଜବ ବୟାନ ଦେଇଛନ୍ତି କୋର୍ଟ…

ଚଳନ୍ତା ଟ୍ରେନରେ ରେଳ କର୍ମଚାରୀଙ୍କ ଦୁଃସାହସିକତା: ଦୃଢ ସମାଲୋଚନା କଲେ ୟୁଜର୍ସ..

ନୂଆଦିଲ୍ଲୀ: ପୁଣି ସାମ୍ନାକୁ ଆସିଲା ରେଳ ବିଭାଗର ନଗ୍ନ ଚିତ୍ର । ଚଳନ୍ତା ଟ୍ରେନରୁ ଅଳିଆ ଫୋପାଡି ଚାଲିଲେ ରେଳ କର୍ମଚାରୀ । କାହାକୁ ଖାତିର୍ ନକରି, ଓଲଟା ପ୍ରଶ୍ନ କରୁଛନ୍ତି କେଉଁଠି ପକେଇବି? ଯାହାକୁ ନେଇ ନିନ୍ଦା କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ । ଏମିତିରେ ବି ଭାରତୀୟ ରେଳବାଇ…