ଆଇସିୟୁରୁ ଦୌଡିକି ଆସିଲେ କୋମା ପେସେଣ୍ଟ, ହସ୍ପିଟାଲ ବିରୋଧରେ ଆଣିଲେ ସାଘାଂତିକ ଅଭିଯୋଗ
ରତଲାମ: ମଧ୍ୟପ୍ରଦେଶର ରତଲାମ ଜିଲ୍ଲାର ଏକ ହସ୍ପିଟାଲର ଦାଦାଗିରି ବର୍ତ୍ତମାନ ସମସ୍ତଙ୍କ ସାମ୍ନାକୁ ଆସିଛି। ଟଙ୍କା ହଡପ କରିବା ପାଇଁ ସାମାନ୍ଯ ଆହତ ରୋଗୀଙ୍କୁ ଜବରଦସ୍ତି ଆଇସିୟୁରେ ବାନ୍ଧି ରଖାଯାଉଥିବା ଅଭିଯୋଗ ହୋଇଛି।
ଏପରିକି ରୋଗୀ ଜଣକ କୋମାକୁ ଚାଲିଯାଇଥିବା କହି ଚିକିତ୍ସା ପାଇଁ…