କେନ୍ଦୁଝରରେ ୬ଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଅଭିଯୋଗ
ଚମ୍ପୁଆ: କେନ୍ଦୁଝରରେ ୬ଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଅଭିଯୋଗ। ଚମ୍ପୁଆ ସ୍ଥିତ ଏକ ଆଶ୍ରମ ସ୍କୁଲରେ ଛାତ୍ରୀ ଜଣକ ପଢୁଥିଲେ। ତେବେ ମାସିକ ଡାକ୍ତରୀ ପରୀକ୍ଷା ବେଳେ ଏହି ଘଟଣା ସାମ୍ନାକୁ ଆସିଛି।
ସୂଚନା ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀ ମାସରେ ମକର ସଂକ୍ରାନ୍ତି ଛୁଟିରେ ଝିଅଟି ନିଜ ଘରକୁ…