‘ଗୋଆ ବେଳାଭୂମିରେ ଇଟିଲି-ସାମ୍ବର ବିକ୍ରି ଯୋଗୁଁ ଆସୁନାହାଁନ୍ତି ବିଦେଶୀ ‘
ଗୋଆ: ବେଳାଭୂମିରେ ଇଟିଲି-ସାମ୍ବର ବିକ୍ରି ଯୋଗୁଁ ଗୋଆରେ ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ହ୍ରାସ ଘଟୁଛି । ବିଜେପି ବିଧାୟକ ମାଇକେଲ ଲୋବୋ ଗୁରୁବାର ଦିନ ଏପରି ମନ୍ତବ୍ୟ ଦେଇଛନ୍ତି।
ଉତ୍ତରଗୋଆର କଲଙ୍ଗୁଟରେ ଏକ ସାମ୍ବାଦିକ ସମ୍ମିଳନୀରେ ମାଇକେଲ ରାଜ୍ୟକୁ ପର୍ଯ୍ୟଟକ ନ ଆସିବା ନେଇ…