Latest Odisha News

BREAKING NEWS

ନନ୍ଦନକାନନରେ ଚିକିତ୍ସାଧିନ ଅବସ୍ଥାରେ ଛୁଆ ହାତୀ ମୃତ

ଭୁବନେଶ୍ବର:ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୁଧବାର ଦିନ ଚାଲିଗଲା ହାତୀ ଛୁଆର ଜୀବନ । ଗତ ୬ତାରିଖରେ କରଞ୍ଜିଆରୁ ଉଦ୍ଧାର ହୋଇଥିବା ଏହି ଛୁଆ ହାତକୁ ଚିକିତ୍ସା ପାଇଁ ନନ୍ଦନକାନନ ଅଣାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ଘଟିଥିବା ନନ୍ଦନକାନନର ଉପନିର୍ଦ୍ଦେଶକ ସନଥ…

ବଦଳିଲା ସୈଫଙ୍କ ସିକ୍ୟୁରିଟି ଟିମ୍, ଏଥର ସୁରକ୍ଷା ଯୋଗାଇବ ଏହି ଅଭିନେତାଙ୍କ ଏଜେନ୍ସି

ମୁମ୍ବାଇ: ମଙ୍ଗଳବାର ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଜାନୁଆରୀ ୧୬ ତାରିଖରେ ହୋଇଥିବା ଆକ୍ରମଣ ପରଠାରୁ ସୈଫଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୈଫଙ୍କ ଉପରେ ଆକ୍ରମଣ ପରେ ତାଙ୍କ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ…

ଫ୍ୟାନ୍ସଙ୍କୁ କନଫ୍ୟୁଜ୍ କରିବ ସାହିଦ କପୁରଙ୍କ ‘ଦେବା’ କ୍ଲାଇମାକ୍ସ

ମୁମ୍ବାଇ: ବଲିଉଡ ଅଭିନେତା ସାହିଦ କପୁର ତାଙ୍କର ଅପକମିଂ ଫିଲ୍ମରେ ଜଣେ ପୋଲିସ ଅଫିସର ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ପାଇଁ ଅନେକ କ୍ଲାଇମାକ୍ସ ଦୃଶ୍ୟ ସୁଟିଂ କରିଛନ୍ତି ଅଭିନେତା। ସେସବୁ ଗୁଡିକ ମଧ୍ୟରୁ କେବଳ ଗୋଟିଏ ଫାଇନାଲ୍ ହେବ। ଫଳରେ ଫିଲ୍ମର କାହାଣୀ କିପରି ଶେଷ ହେବ ସେନେଇ…

ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ କ୍ରିକେଟ୍ ମ୍ୟାଚ୍, ପ୍ରଥମ ଟିକେଟ୍ କିଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଫେବୃଆରୀ ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେବ। ଏହି ଅବସରରେ ମ୍ୟାଚର ପ୍ରଥମ ଟିକେଟ ପୁରୀ ମହାପ୍ରଭୁ ଜଗନ୍ନାଥ ମନ୍ଦିରକୁ ପ୍ରଦାନ କରିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା। ବାରବାଟୀ…

ଟେନସନରେ ବନ ବିଭାଗ; କୋଡିଏ ଦିନରେ ୮ ବାଘଙ୍କ ଗଲାଣି ଜୀବନ

ମହାରାଷ୍ଟ୍ର: ଚଳିତ ବର୍ଷ ଜାନୁଆରୀ ମାସର ପ୍ରଥମ ୨୦ ଦିନରେ ଭାରତରେ ୧୪ଟି ବାଘର ମୃତ୍ୟୁ ଘଟିଛି । ଚିନ୍ତାର ବିଷୟ ହେଲା, କେବଳ ମହାରାଷ୍ଟ୍ରରେ ସର୍ବାଧିକ ଆଠଟି ବାଘର ମୃତ୍ୟୁ ହୋଇଛି । ଏବେ ମହାରାଷ୍ଟ୍ରରେ ବାଘ ମୃତ୍ୟୁସଂଖ୍ୟା ବୃଦ୍ଧିକୁ ନେଇ ବନବିଭାଗର ଚିନ୍ତା ବଢି ଯାଇଛି ।…

୩୪ ବର୍ଷ ପରେ ଆତ୍ମସମର୍ପଣ କଲେ ଜେଲ୍ରୁ ଖସିଯାଇଥିବା କଏଦି

ଥିରୁବନ୍ତପୁରମ୍: କେରଳର କନ୍ନୁର ଜିଲ୍ଲାରୁ ଏକ ରୋଚକମୟ ଖବର ସାମ୍ନାକୁ ଆସିଛି। ୩୪ ବର୍ଷ ପୂର୍ବେ ଜେଲ୍ରୁ ଫେରାର ହୋଇଯାଇଥିବା ଜଣେ କଏଦି ଏବେ ନିଜେ ଆସି ଆତ୍ମସମର୍ପଣ କରିଛି । ଏହି କାହାଣୀ ହେଉଛି ଭାସ୍କରନ୍ ନାମକ ଜଣେ କଏଦୀଙ୍କର, ଯିଏକି ୩୪ ବର୍ଷ ପୂର୍ବେ ପାରୋଲରେ ଜେଲରୁ ବାହାରିଥିଲେ…

ମହାକୁମ୍ଭରେ ଧନୀ ସାଧୁ; ଚର୍ଚ୍ଚାରେ ବାବାଙ୍କ ରୋଲ୍ସ ରଏସ, ରେଞ୍ଜ ରୋଭର୍… 

ପ୍ରୟାଗରାଜ: ପ୍ରୟାଗରାଜରେ ୨୦୨୫ ମହାକୁମ୍ଭକୁ ନେଇ ସବୁଠି ଚର୍ଚ୍ଚା। ସାଧୁସନ୍ଥଙ୍କ ବିବାଦୀୟ ବୟାନ ହେଉ କି ନିଆରା କାର୍ଯ୍ୟଶୈଳୀ। ଆଉ ଏବେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି ସାଧୁଙ୍କ ମହଙ୍ଗା ତଥା ବିଳାସପୂର୍ଣ୍ଣ କାର। ସୂଚନା ଅନୁଯାୟୀ, ଏହି ଗାଡି଼ ମଧ୍ଯରେ ୧୯୬୫ ମସିହାର କ୍ଲାସିକ୍…

‘ଇ-କେୱାଇସି ସରିବା ର୍ପୂବରୁ ସରେଣ୍ଡର କରନ୍ତୁ’: ଅଯୋଗ୍ୟ ରାସନ୍‌ କାର୍ଡଧାରୀଙ୍କୁ ଯୋଗାଣ ମନ୍ତ୍ରୀଙ୍କ…

ଭୁବନେଶ୍ୱର: ଅଯୋଗ୍ୟ ରାସନ୍‌ କାର୍ଡ ହିତାଧିକାରୀଙ୍କୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ତାଗିଦ୍। ମନ୍ତ୍ରୀ କହିଲେ, ‘ଅଯୋଗ୍ୟ ହିତାଧିକାରୀଙ୍କୁ ଅପିଲ୍‌ କରୁଛି ସରେଣ୍ଡର କରିଯାଆନ୍ତୁ। ସରେଣ୍ଡର ନକଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। କାର୍ଡ ସରେଣ୍ଡର କଲେ କୌଣସି କାର୍ଯ୍ୟାନୁଷ୍ଠାନ…

କ୍ୟାମ୍ପିଂରେ ଯାଉଥିଲେ ଏହି ସବୁ ଜନିଷ ସାଥିରେ ରଖନ୍ତୁ..

ଭୁବନେଶ୍ବର: ଆଜିର ଯୁବବର୍ଗ କ୍ୟାମ୍ପିଂ ଯିବା ପାଇଁ ବେଶ୍ ଉତ୍ସାହିତ । ଉତ୍ସାହିତ ହୋଇ କ୍ୟାମ୍ପିଂରେ ବାହାରୁଥିବା ଯୁବବର୍ଗ ସାଙ୍ଗରେ ଆବଶ୍ୟକୀୟ ଜିନିଷ ନ ନେଇ ବାହାରି ପଡନ୍ତି, ଖବର ଆସେ ଜଙ୍ଗଲରେ ହଜିଯାଇଛନ୍ତି ଅବା ଶୀତ ବର୍ଷାରେ ଅସୁବିଧାରେ ପଡିଛନ୍ତି । ତେଣୁ ଧ୍ୟାନ ରଖନ୍ତୁ…

ଘାଟିରେ ଓଲଟିଲା ଫଳ ବୋଝେଇ ଟ୍ରକ: ୧୦ ମୃତ, ୧୫ ଆହତ

ବେଙ୍ଗାଲୁରୁ: କର୍ଣ୍ଣାଟକ ଉତ୍ତର କନ୍ନଡ ଜିଲ୍ଲା ଆରାବେଲ ଘାଟିରେ ଭୟଙ୍କର ଦୁର୍ଘଟଣା। ଗାଡିକୁ ସାଇଡ ଦେଇ ଓଲଟିଲା ଫଳ ବୋଝେଇ ଟ୍ରକ। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ୟାଲାପୁରା ତାଲୁକ ହସ୍ପିଟାଲରେ ଭର୍ତ୍ତି…