ବାସ୍ତୁ ଟିପ୍ସ: ଏହି ସବୁ କଲେ ଘରର ଉନ୍ନତି ପଥରେ ବାଧା ଉପୁଜିବ ନାହିଁ..
ଭୁବନେଶ୍ବର: ରୋଜଗାରରୁ ଅଧିକ ଖର୍ଚ୍ଚ, ଘରେ ରୋଗ ଲାଗି ରହୁଛି ତେବେ ଘରର ବାସ୍ତୁଦୋଷ ପାଇଁ ହୁଏ ବୋଲି ବିଶ୍ବାସ କରାଯାଏ । ତେଣୁ କ’ଣ କଲେ ଏସବୁରୁ ମୁକ୍ତି ପାଇେବ ଆସନ୍ତୁ ଜାଣିବା …
- ଧ୍ୟାନ ରଖନ୍ତୁ ଘରେ ଲାଗିଥିବା କୌଣସି ଟ୍ୟାପ୍ରୁ ଯେପରି ପାଣି ଲିକ୍ ନହୁଏ । ଘର ଜଳ ନିଷ୍କାସନର…