ଔରଙ୍ଗଜେବ ଭୂମିକାରେ ମନ ମୋହିଲେ ଅକ୍ଷୟ: ଫ୍ୟାନ୍ସ କହିଲେ, ‘ଆକ୍ଟର ଇଜ୍ ବ୍ୟାକ୍’
ମୁମ୍ବାଇ: ବିକି କୌଶଲ, ରଶ୍ମିକା ମନ୍ଦାନା ଏବଂ ଅକ୍ଷୟ ଖନ୍ନାଙ୍କ ଅଭିନୀତ ସିନେମା ‘ଛାବା’, ଏବେ ବକ୍ସ ଅଫିସରେ ରାଜ୍ କରୁଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ରହିଛି । ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା, ସିନେମା ନିଖୁଣ ନୁହେଁ, ହେଲେ ଉପଭୋଗ୍ୟ । ଏଥିରେ ବିକି…