‘ମଦ ଓ ଟଙ୍କାରେ ଫସିଗଲା ଆପ୍: ପ୍ରାର୍ଥୀଙ୍କର ଚରିତ୍ରରେ ଆଞ୍ଚ ଆସିଲା ବୋଲି ହାରିଲେ ହେବିୱେଟ’
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପକୁ ଶକ୍ତ ଝଟକା ଲାଗିଛି। ହାରି ଯାଇଛନ୍ତି ଦଳର ହେଭିୱେଟ୍। ହାରିଗଲେ ଦଳର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। କିନ୍ତୁ କାହିଁକି ଏପରି ହାରିଲେ ସେନେଇ ବିଭିନ୍ନ ମାହୋଲରୁ ପ୍ରଶ୍ନବାଚୀ ସୃଷ୍ଟି…