ହାରିଲେ କେଜ୍ରିୱାଲ, ସିସୋଦିଆ: ଜିତିଲେ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା
ନୂଆଦିଲ୍ଲୀ: ଟ୍ରେଣ୍ଡରେ ବିଜେପିର ଜନାଦେଶ । ସେପଟେ ଧୂଳି ଚାଟିଲାଣି ଆପ୍। ହାରିଲେ କେଜ୍ରିୱାଲ, ସିସୋଦିଆ କିନ୍ତୁ ଜିତିଲେ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା । ଟ୍ରେଣ୍ଡ ଅନୁସାରେ ୭୦ ଆସନରୁ ବିଜେପି ୪୮ ଆସନରେ ଆଗରେ ଥିବାବେଳେ, ଆପ୍ କେବଳ ୨୨ଟି ସିଟରେ ଆଗୁଆ ଅଛି ।
ଜଙ୍ଗପୁରାରୁ ଆମ…