ଦିଲ୍ଲୀ ରାଜନୀତିର ଭିତିରି ଖେଳ, କଂଗ୍ରେସ ହେବ କିଙ୍ଗ୍ମେକର ?
ନୂଆଦିଲ୍ଲୀ : ବାଜିଲା ଦିଲ୍ଲୀ ନିର୍ବାଚନର ବିଗୁଲ । ଆସନ୍ତା ଫେବ୍ରୁଆରି ୫ ତାରିଖରେ ହେବ ନିର୍ବାଚନ । ହେଲେ ଏହାରି ଭିତରେ ଆରମ୍ଭ ହୋଇଛି ଭିନ୍ନ ଭିନ୍ନ ଆକଳନ । ଏଥର କାହା ସପକ୍ଷରେ ରହିଛି ଦିଲ୍ଲୀ ଭୋଟ ? ୨୦୧୫ରୁ ଏଠି ଆମ୍ ଆଦମୀ ପାର୍ଟିର ସରକାର ଚାଲିଥିବା ବେଳେ ୨୭ ବର୍ଷ ପରେ ଦିଲ୍ଲୀ ଦଖଲ…