Latest Odisha News

BREAKING NEWS

ଆୟୁଷ୍ମାନ ଭାରତରେ ମହିଳାଙ୍କୁ ମିଳିବ ୧୦ ଲକ୍ଷର ବୀମା ସୁବିଧା

ଭୁବନେଶ୍ଵର: ଆୟୁଷ୍ମାନ ଭାରତରେ ମହିଳାଙ୍କୁ ମିଳିବ ୧୦ ଲକ୍ଷର ବୀମା ସୁବିଧା । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଇ-କେୱାଇସି ଡାଟାବେସ୍‌କୁ ଆଧାର କରି ଏହି କାର୍ଡ ଦିଆଯିବ । ଯେଉଁମାନଙ୍କର ଇ-କେୱାଇସି ହୋଇନାହିଁ ସେମାନଙ୍କ ନା କୁ ସରକାର ବିଚାରକୁ ନେବେ।…

ଭାରତରେ ସମଲିଙ୍ଗୀ ଦମ୍ପତି ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ କି? କଣ ରହିଛି ନିୟମ…

ନୂଆଦିଲ୍ଲୀ: ଆମ ଦୁନିଆ ବହୁତ ଶୀଘ୍ର ବଦଳୁଛି। ବିଶ୍ୱରେ ପରିବର୍ତ୍ତନ ସହିତ ନୂତନ ମାମଲା ମଧ୍ୟ ସାମ୍ନାକୁ ଆସୁଛି। ଏପରି ଏକ ମାମଲା ହେଉଛି ସମଲିଙ୍ଗୀ ଦମ୍ପତିଙ୍କର। ଗତ କିଛିବର୍ଷ ମଧ୍ୟରେ ସମଲିଙ୍ଗୀ ଦମ୍ପତିଙ୍କ ସମ୍ପର୍କର ଅନେକ ଖବର ସାମ୍ନାକୁ ଆସିଛି। ଏହା ସହିତ ସମଲିଙ୍ଗୀ ବିବାହର…

ନୂଆବର୍ଷରେ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼; ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିଲେ ଭକ୍ତ

ପୁରୀ: ନୂଆବର୍ଷରେ ଜଗା ଦର୍ଶନ କରିବାକୁ ଛୁଟୁଛି ଭକ୍ତଙ୍କ ସୁଅ । ବିଶ୍ବାସ ରହିଛି ଯେ, ନୂଆ ବର୍ଷର ଆରମ୍ଭରେ ଜଗାର ଦର୍ଶନ କଲେ ବର୍ଷଟା ଯାକ ସୁଖ ଶାନ୍ତିରେ କଟିବ । ହେଲେ ପ୍ରବଳ ମାତ୍ରାରେ ଭିଡ଼ ଯୋଗୁଁ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ସିଂହଦ୍ବାର ସମ୍ମୁଖରେ ଥିବା…

ମହାକୁମ୍ଭରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛନ୍ତି ଛୋଟୁ ବାବା

ପ୍ରୟାଗରାଜ: ଆସନ୍ତା ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଯାଉଛି ପ୍ରୟାଗରାଜ ମହାକୁମ୍ଭ । ସେଥିପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । କାହିଁ କେତେ ଦୁରରୁ ସାଧୁ, ସନ୍ଥ ନାଗା ବାବା ସବୁ ପ୍ରୟାଗରାଜରେ ପହଞ୍ଚିଲେଣି । ସମସ୍ତେ ଏହି ସମୟରେ ଗଙ୍ଗାରେ ବୁଡ ପକାଇବାକୁ ଉତ୍କଣ୍ଠାର ସହ ଅପେକ୍ଷା…

ନୂଆବର୍ଷରେ ରୋଗରୁ ମୁକ୍ତି ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସବୁ ଟିପ୍ସ…

ଭୁବନେଶ୍ବର: ନୂଆବର୍ଷ ଆସି ଯାଇଛି ଏବଂ ସମସ୍ତେ ଭଲ ସ୍ୱାସ୍ଥ୍ୟ ସହିତ ବର୍ଷ ଆରମ୍ଭ କରିବାକୁ ଚାହାଁନ୍ତି। ଆସନ୍ତୁ ଜାଣିବା ଏହିପରି କିଛି ପ୍ରାକୃତିକ ଉପାୟ ଯାହା ଆପଣଙ୍କ ସ୍ୱାସ୍ଥ୍ୟକୁ ମଜବୁତ କରିବ । ନୂତନବର୍ଷର ପ୍ରଥମ ଦିନରେ ସଂକଳ୍ପ କରି ଯୋଗକୁ ନିଜର ଜୀବନଶୈଳୀରେ ଅନ୍ତର୍ଭୁକ୍ତ କରନ୍ତୁ…

ସ୍ତ୍ରୀ ଛାଡିକି ପଳେଇବ; ୱାର୍କ ଲାଇଫ୍ ବାଲାନ୍ସକୁ ନେଇ କାହିଁକି ଏଭଳି କହିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ: ଆଜିକାଲି ୱାର୍କ ବାଲାନ୍ସକୁ ନେଇ ଚର୍ଚ୍ଚା ଖୁବ୍ ହେଉଛି। ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀ ୱାର୍କ କଲଚର ସମ୍ବନ୍ଧରେ ଅନେକ ଥର ବିବୃତ୍ତି ମଧ୍ଯ ଦେଇଛନ୍ତି। ସେ ସପ୍ତାହରେ ୭୦ ଘଣ୍ଟା କାମ କରିବାକୁ ପରାମର୍ଶ ଦେଇଛନ୍ତି। ଯାହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଦାନୀ…

ଜାଡରେ ଥରୁଛି ଉତ୍ତର ଭାରତ, ଦିଲ୍ଲୀ ଏନସିଆରରେ ଖସିଲା ପାରା

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ପ୍ରବଳ ଥଣ୍ଡା ଏବଂ ଘନ କୁହୁଡ଼ି ସହିତ ନୂଆ ବର୍ଷ ଆରମ୍ଭ ହୋଇଛି। ଶୀତ ଲହର ଯୋଗୁଁ ସର୍ବନିମ୍ନ ତାପମାତ୍ରାରେ ହ୍ରାସ ହେଉଛି। ମଙ୍ଗଳବାର ଦିନ ତାପମାତ୍ରା ୯.୬ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଛି, ଯାହା ସାଧାରଣ ଅପେକ୍ଷା ସାମାନ୍ୟ ଅଧିକ। ଆଗାମୀ ଦିନରେ…

ନୂଆବର୍ଷରେ ନୂଆ ନିୟମ, କମିଲା ଏଲପିଜି ଗ୍ୟାସ ଦର

ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭରେ ବଦଳିଛି ଅନେକ ନିୟମ । ଆଉ ବର୍ଷ ଆରମଯବରୁ ଗ୍ରାହକଙ୍କୁ ମିଳିଛି ଏକ ଖୁସି ଖବର । କମିଛି ଏଲପିଜି ସିଲିଣ୍ଡର ଦର । କମର୍ସିଆଲ ସିଲିଣ୍ଡର ଦର କମ ହୋଇଛି । ୧୪ କିଲୋଗ୍ରାମର ଘରୋଇ ସିଲିଣ୍ଡର ଦର ସ୍ଥିର ରହିଥିବା ବେଳେ ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡର…

ଜିରୋ ନାଇଟ୍‌ ବେଳେ ବୁଲିଲା ଖଣ୍ଡା, ୨ ଗୁରୁତର

ବଲାଙ୍ଗିର: ଜିରୋ ନାଇଟ୍‌ ବେଳେ ବୁଲିଲା ଖଣ୍ଡା। ବଲାଙ୍ଗିର ଟାଉନ ଥାନା ତୁଳସୀନଗରରେ ୨ ଜଣଙ୍କୁ ହାଣିଲେ ଦୁର୍ବୃତ୍ତ। ୨ ଗୁରୁତରଙ୍କୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବାଇକରେ ଦୁଇଜଣ ଆସି…

ଆଗକୁ ବଢିବ ଶୀତ, ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ନୂଆବର୍ଷରେ ଶୀତରେ ଥରିବ ରାଜ୍ୟ। ଶୁଖିଲା ପାଗ ସହ ପ୍ରବଳ ଶୀତ ହେବାର ସମ୍ଭାବନା ରହିଛି। ଏନେଇ ସୂଚନା ଦେଇଛି ରାଜ୍ୟ ପାଣିପାଗ ବିଭାଗ। ଦେଶର ପୂର୍ବ ଭାଗରେ ଥିବା ଗୁରୁଚାପ ବଳୟଟି ପଶ୍ଚିମ ଦିଗକୁ ଗତି କରୁଥିବାରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବଢିବ। ଏହାର ପ୍ରଭାବରେ…