ହେଲିକପ୍ଟରକୁ ଧକ୍କା ଦେଲା ବିମାନ, ୩ ମୃତ
ନୂଆଦିଲ୍ଲୀ: ଆମେରିକାରେ ବଡ଼ଧରଣର ବିମାନ ଦୁର୍ଘଟଣା। ହେଲିକପ୍ଟର ସହ ଧକ୍କା ହେଲା ବିମାନ । ବିମାନଟି ଅବତରଣ କରିବା ସମୟରେ ହେଲିକପ୍ଟରକୁ ଧକ୍କା ଦେଇଥିଲା। ୱାଶିଂଟନ୍ ଅନ୍ତର୍ଜାତୀୟ ବିମାନବନ୍ଦର ରୋନାଲ୍ଡ ରେଗନ ଏୟାରପୋର୍ଟ ଘଟିଛି ଏହି ଘଟଣା । ଦୁର୍ଘଟଣା ପରେ ବିମାନଟି ପୋଟୋମେକ୍ ନଦୀକୁ…