କୋକାକୋଲାରେ ମାତ୍ରାଧିକ କେମିକାଲ୍ ଯୋଗୁଁ ଫେରାଇଦେଲା ଏହି ଦେଶ
ନୂଆଦିଲ୍ଲୀ: ସାରା ବିଶ୍ୱରେ ଥଣ୍ଡା ପାନୀୟ ପାଇଁ ପ୍ରସିଦ୍ଧ କମ୍ପାନୀ କୋକା-କୋଲା ୟୁରୋପର ଅନେକ ଦେଶରେ ଏହାର ପାନୀୟ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି । କମ୍ପାନୀ ଅନୁଯାୟୀ, ଏହି ପାନୀୟଗୁଡ଼ିକରେ "କ୍ଲୋରେଟ୍" ନାମକ ଏକ ରାସାୟନିକ ପଦାର୍ଥର ମାତ୍ରା ଅଧିକ ଥିବାରୁ ଏହା କରାଯାଇଛି ।…