ସଫ୍ଟ ଡ୍ରିଂକ ପିଉଛନ୍ତି କି ? ହୋଇପାରେ ଘାତକ
ନୂଆଦିଲ୍ଲୀ: ଆପଣ କୌଣସି ବାହାର ସ୍ଥାନକୁ ବୁଲିବାକୁ ଗଲେ ଆପଣଙ୍କ ପ୍ରଥମ ପ୍ରସନ୍ଦ ହୁଏ ସଫ୍ଟ ଡ୍ରିଂକ। ଏହା ସହ କିଛି ଲୋକ ସଫ୍ଟ ଡ୍ରିଂକ ପିଇବାକୁ ବହୁତ ପସନ୍ଦ କରନ୍ତି। ସେମାନେ ପ୍ରତିଦିନ ଅଧିକ ପରିମାଣରେ ଏସବୁ ପିଉଥିବାର ଦେଖିବାକୁ ମିଳେ। କିନ୍ତୁ ଆପଣ ଜାଣନ୍ତି କି, ଆପଣଙ୍କ ଅଜାଣତରେ…