Latest Odisha News

BREAKING NEWS

ସାର୍କ ଟ୍ୟାଙ୍କର ଜଜଙ୍କ କମ୍ପାନୀର କେତେ ହେଉଛି କ୍ଷତି… 

ନୂଆଦିଲ୍ଲୀ: ସାର୍କ ଟ୍ୟାଙ୍କର ଜଜଙ୍କ କେତେ ହେଉଛି କ୍ଷତି। ଆରପିଜି ଗ୍ରୁପ୍ର ଅଧ୍ୟକ୍ଷ ହର୍ଷ ଗୋଏଙ୍କା ସାର୍କ ଟ୍ୟାଙ୍କ୍ ଇଣ୍ଡିଆର ବିଚାରପତିମାନଙ୍କ କ୍ଷତି ସମ୍ପର୍କରେ ଏକ ପୋଷ୍ଟ କରିଥିଲେ। ଯାହାପରେ ସୋସିଆଲ୍ ମିଡିଆରେ ଏକ ବିତର୍କ ଆରମ୍ଭ ହୋଇଯାଇଛି। ତେବେ ଗୋଏଙ୍କା ଏହି ଶୋ’ର ଜଣେ ବଡ଼…

ରାସ୍ତାରେ ପଡ଼ିଛି ପୁଳା ପୁଳା ରତ୍ନ, ଗୋଟାଇ ନେଉଛନ୍ତି ଗାଁ ଲୋକେ

ବୈଦ୍ଧ: ରାସ୍ତାରେ ପଡ଼ିଛି ପୁଳା ପୁଳା ରତ୍ନ । ଆଉ ଏହାକୁ ଦେଖି ଗୋଟାଇ ନେଉଛନ୍ତି ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଥାନା ବାଘିଆପଡା ଫାଣ୍ଡି ଅନ୍ତର୍ଗତ ଖୁଣ୍ଟିଆପଡା ଗ୍ରାମରେ । ଏହି ଗାଁରେ ରାସ୍ତା କାମ ଚାଲିଥିବା ବେଳେ ଠିକାଦାର ମାଟି ଖୋଳି ଆଣି ରାସ୍ତାରେ ପକାଇଥିଲେ ।…

ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ: ବ୍ୟାଙ୍କ୍ ଯିବାକୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା। ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାରେ ଏପର୍ଯ୍ୟନ୍ତ ସାମିଲ ହୋଇପାରି ନଥିବା ମହିଳା ଆବେଦନକାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପରାମର୍ଶ ଦେଇଛନ୍ତି। ଯେଉଁ ଆବେଦନକାରୀଙ୍କର ଏନ୍‌ପିସିଆଇ ତ୍ରୁଟି ରହିଛି,…

୨୦୨୪ ଆଇସିସି ପୁରସ୍କାର: ବୁମରାହ ହେଲେ ଶ୍ରେଷ୍ଠ ପୁରୁଷ ଖେଳାଳି

ନୂଆଦିଲ୍ଲୀ: ଭାରତର ପେସ ବୋଲର ଯଶପ୍ରୀତ ବୁମରାହ ୨୦୨୪ ଆଇସିସି ବାର୍ଷିକ ପୁରସ୍କାର ହାତେଇବାରେ ସଫଳ ହୋଇଛି । ସେ ଶ୍ରେଷ୍ଠ ପୁରୁଷ ଖେଳାଳି ଭାବେ ବିବେଚିତ ହୋଇଛନ୍ତି । ବୁମରାହ ଟି୨୦ ବିଶ୍ୱକପ ଏବଂ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ସୋମବାର ବୁମରାହ…

ମୋବାଇଲ୍ ଫୋନ୍ ଗିଳିଦେଲେ ମହିଳା, ଆଉ ତାପରେ…

ଅମରାବତୀ: ହୁଏତ ଆପଣ ଶୁଣିଥିଲେ କେହି କେହି ଟଙ୍କା , ଲୁହା କିମ୍ବା ମୁଣ୍ଡର ଚୁଟି ଖାଇ ବିପଦରେ ପଡଛନ୍ତି। ହେଲେ ଆପଣ କେବେ ଶୁଣିଛନ୍ତି କି ମୋବାଇଲ ଫୋନ ଗିଳିବା କଥା? କଥାଟି ଶୁଣିବାକୁ ଅଜବ ଲାଗିଲେ ବି ସତ। ପ୍ରକୃତରେ ଏହି ମାମଲାଟି ଆନ୍ଧ୍ରପ୍ରଦେଶର କାକିନାଡାର ରାଜମହେନ୍ଦ୍ରଭରମରୁ ଆସିଛି।…

ଆପଲ୍ ୱାଚ୍ ବ୍ୟାଣ୍ଡ ଶରୀର ପାଇଁ ବିପଦ, ବ୍ୟବହାର କଲେ ହେବ କ୍ୟାନସର!

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ଟେକ୍ କମ୍ପାନୀ ମଧ୍ୟରୁ ଗୋଟିଏ ଆପଲ୍। ହେଲେ‌‌‌‌ ବର୍ତ୍ତମାନ କମ୍ପାନୀ ଉପରେ ଅଭିଯୋଗ କରାଯାଇଛି ଯେ ଏହାର ଘଣ୍ଟାର ପଟିରେ ବିପଜ୍ଜନକ ରାସାୟନିକ ପଦାର୍ଥ ରହିଛି, ଯାହା କର୍କଟ ରୋଗ ସମେତ ଅନେକ ରୋଗର କାରଣ ହୋଇପାରେ। କମ୍ପାନୀ ଏହି ଅଭିଯୋଗଗୁଡ଼ିକୁ…

ଏହି ୩ଟି ଖାଦ୍ୟ…ଶୋଷି ନେବ ଆପଣଙ୍କ ରକ୍ତ: ଆଜି ହିଁ ଛାଡନ୍ତୁ…

ଭୁବନେଶ୍ବର: ସାଧାରଣତଃ ଆମେ ଜାଣିଛେ, ଆମେ ଖାଉଥିବା ଖାଦ୍ୟ ଆମେ ଶରୀରକୁ କିଛି ନା କିଛି ପୋଷକ ତତ୍ତ୍ବ ଯୋଗାଇଥାନ୍ତି । କିନ୍ତୁ ଖାଦ୍ୟ ଭିତରେ କିଛି ଏମିତି ଖାଇବା ଅଛି, ଯାହା ଆପଣଙ୍କ ଶରୀରରେ ଥିବା ରକ୍ତର ପରିମାଣ ହ୍ରାସ କରିଦିଏ । ଶରୀରେ ଠିକ୍ ଭାବେ ଆଇରନ ଅବଶୋଷଣ ହୁଏ ନାହିଁ । ଆଉ…

ସମ୍ପ୍ରସାରିତ ହେବ କଟକ, ସିଡିଏରେ ମିଶିବ ୧୦୨ ଗାଁ

କଟକ: ବୃଦ୍ଧି ପାଇବ ସିଲଭର ସିଟି କଟକର ସୀମା । କଟକ ସହିତ ସାମିଲ ହେବ ଆହୁରି ଅନେକ ଗାଁ । କଟକର ସୀମାକୁ ସମ୍ପ୍ରସାରିତ କରି ସିଡିଏ ସହିତ ଆଉ ୧୦୨ଟି ଗାଁକୁ ଯୋଡା ଯିବ । ଏନେଇ ସୂଚନା ଦେଇଛନ୍ତି, ସିଡିଏ ଉପାଧ୍ୟକ୍ଷ ଅନାମ ଚରଣ ପାତ୍ର । ସେ କହିଛନ୍ତି, କଟକ ସମ୍ପ୍ରସାରିତ ହେବ । ଏଥିରେ…

‘ଛାବା’ ଫିଲ୍ମରୁ ହଟିବ ବିବାଦୀୟ ଡ୍ୟାନ୍ସ ସିନ୍

ମୁମ୍ବାଇ: 'ଛାବା' ଫିଲ୍ମରୁ ହଟିବ ବିବାଦୀୟ ଡ୍ୟାନ୍ସ ସିନ୍। ରାଜନେତା ଏବଂ ଇତିହାସକାର ମାନେ ଆପତ୍ତି ଉଠାଇବା ପରେ ଚଳଚ୍ଚିତ୍ରରୁ 'ଲେଜିମ୍' ନୃତ୍ୟ ଦୃଶ୍ୟକୁ ହଟାଇ ଦିଆଯିବ। ଏହି ଫିଲ୍ମ ମରାଠା ଯୋଦ୍ଧା ଛତ୍ରପତି ସମ୍ଭାଜୀଙ୍କ ଜୀବନୀ ଉପରେ ଆଧାରିତ। ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ…

କାହିଁକି ଏତେ ଥର ଓଡିଶା ଗସ୍ତ କରିଛନ୍ତି ମୋଦି?

ଭୁବନେଶ୍ବର: ଉତ୍କର୍ଷ ଓଡିଶା କନକ୍ଲେଭକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ ନିର୍ମାଣରେ ଓଡିଶାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଓଡିଶାକୁ ସମୃଦ୍ଧ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । ଓଡିଶା ପ୍ରତି ତାଙ୍କର ଭଲପାଇବା ରହିଥିବାରୁ ସେ ପ୍ରଧାନମନ୍ତ୍ରୀ…