ଚାମ୍ପିୟନ୍ସ ଟ୍ରଫି ହକି: ଭାରତ ହାସଲ କଲା ୫ମ ଟାଇଟଲ
ନୂଆଦିଲ୍ଲୀ: ଚୀନରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ଟାଇଟଲ ବଜାୟ ରଖିବାରେ ସଫଳ ହୋଇଛି । ମଙ୍ଗଳବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଭାରତ ଆୟୋଜକ ଚୀନକୁ ୧-୦ ଗୋଲରେ ପରାସ୍ତ କରି ଓଭରାଲ ୫ମ ଥର ପାଇଁ ବିଜେତା ହୋଇଛି । ପ୍ୟାରିସ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଟିମଇଣ୍ଡିଆ ସହ…