କାହିଁକି ଦୀପାବଳିରେ ବାଣ ଫୁଟାନ୍ତିନି ମାଧୁରୀ, କାରଣ କହିଲେ ଅଭିନେତ୍ରୀ
ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ତଥା ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ନିଜ ଦମଦାର ଅଭିନୟ ସହ ନିଜ ଡ୍ୟାନ୍ସ ଅନ୍ଦାଜରେ ଲୋକଙ୍କ ମନେର ଆଜି ବି ରାଜ କରୁଛନ୍ତି । ଅଭିନେତ୍ରୀଙ୍କ ଅନେକ ଫ୍ୟାନ ଫୋଲର୍ସ ରହିଛନ୍ତି । ତାଙ୍କର ଦମଦାର ଏକ୍ସପ୍ରେସନ୍ ପାଇଁ ତାଙ୍କୁ ଏକ୍ସପ୍ରେସନ୍ କୁଇନ୍…