ସୁକନ୍ୟା ସମୃଦ୍ଧି ଯୋଜନାର ନିୟମରେ ବଡ଼ ପରିବର୍ତ୍ତନ, ଜାଣିରଖନ୍ତୁ ନୂତନ ନିର୍ଦ୍ଦେଶାବଳୀ
ନୂଆଦିଲ୍ଲୀ: ଆମ ଦେଶର ଝିଅମାନଙ୍କ ସ୍ୱାର୍ଥରେ ଭାରତ ସରକାର ସୁକନ୍ୟା ସମୃଦ୍ଧି ଯୋଜନା ଆରମ୍ଭ କରିଥିଲେ। ଏକ କନ୍ୟାର ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଯୋଜନା ପ୍ରସ୍ତୁତ କରାଯାଇଥିଲା। ବର୍ତ୍ତମାନ ଅର୍ଥ ମନ୍ତ୍ରଣାଳୟ ଏହି ଯୋଜନା ସହ ଜଡିତ ଅନେକ ନିୟମ ପରିବର୍ତ୍ତନ କରିଛି। ଏଥିସହ…