ଆସିଲା ‘ଜିଗ୍ରା’ ପୋଷ୍ଟର୍, ଆକ୍ସନ ମୁଡ୍ରେ ଆଲିୟା
ମୁମ୍ବାଇ: ଆଲିୟା ଭଟ୍ଟଙ୍କ ଅପ୍କମିଂ ଫିଲ୍ମ ଜିଗ୍ରାର ଦୁଇଟି ନୂଆ ପୋଷ୍ଟର୍ ରିଲିଜ୍ ହୋଇଛି। ଆଲିୟା ନିଜେ ପୋଷ୍ଟର ଶେୟାର କରିଛନ୍ତି। ଏଥିରେ ତାଙ୍କର ଓ କୋ-ଷ୍ଟାର ବେଦାଙ୍ଗ ରୈନାଙ୍କ ପାର୍ଷ୍ଟ ଲୁକ୍ ସାମ୍ନାକୁ ଆସିଛି। ଆଲିୟାଙ୍କ ପିଠିରେ ଏକ ବ୍ୟାଗ୍ ଓ ହାତରେ ହାତୁଡି ଦେଖିବାକୁ ମିଳିଛି।…