Latest Odisha News

BREAKING NEWS

ଲଗାଣ ବର୍ଷାରେ ବେହାଲ ଓଡିଶା, ବାଙ୍କୀରେ ସର୍ବାଧିକ ବର୍ଷା ରେକର୍ଡ

କଟକ: ରାଜ୍ୟର ଅନେକ ସ୍ଥାନରେ ଜାରି ରହିଛି ଲଗାଣ ବର୍ଷା । ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ । ଏହାରି ଭିତରେ ଗତ ୨୪ ଘଣ୍ଟାରେ କଟକ ବାଙ୍କୀରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ବାଙ୍କୀରେ ସର୍ବାଧିକ ୩୧୭ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ନୟାଗଡ଼ ଭାପୁରରେ ଦ୍ବିତୀୟ ସର୍ବାଧିକ ୨୧୦…

ପ୍ୟାରିସରେ ଭିନେଶଙ୍କ ବିଜୟ: ‘ଦଙ୍ଗଲ’ ସିକ୍ୱେଲ ପାଇଁ ଆମୀର ଖାନଙ୍କୁ ଅପିଲ

ମୁମ୍ବାଇ: ଅଲିମ୍ପିକ୍ସରେ କୁସ୍ତି ଫାଇନାଲରେ ପ୍ରବେଶ କରିବାରେ ଭିନେଶ ଫୋଗାଟ୍ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି। ଭାରତୀୟ କୁସ୍ତିଯୋଦ୍ଧା ରାଉଣ୍ଡ ଅଫ୍ ୧୬ରେ ଶୀର୍ଷ ମାନ୍ୟତାପ୍ରାପ୍ତ ୟୁଇଙ୍କୁ ୩-୨ ଗୋଲରେ ପରାସ୍ତ କରି ମହିଳା ୫୦ କେଜି ବର୍ଗର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି…

‘ଭିନେଶଙ୍କ ବିଜୟ ବ୍ରିଜଭୂଷଣଙ୍କ ଗାଲରେ ଶକ୍ତ ଚାପୁଡା’

ନୂଆଦିଲ୍ଲୀ: ଭିନେଶ ଫୋଗାଟ ଅଲିମ୍ପିକ କୁସ୍ତି ପ୍ରତିଯୋଗିତା ଫାଇନାଲରେ ପହଞ୍ଚିଯାଇଛନ୍ତି । ଏହାସହିତ ସେ ପ୍ରଥମ ମହିଳା ବନିଛନ୍ତି ଯେ କୁସ୍ତିରେ ଫାଇନାଲକୁ ରାସ୍ତା ଖୋଲିଛନ୍ତି । ଭିନେଶଙ୍କ ଏହି ଉପଲବ୍ଧିରେ ତାଙ୍କର ଦାଦା ତଥା ତାଙ୍କ କୁସ୍ତି ପ୍ରଶିକ୍ଷକ ଗୁରୁ ମହାବୀର ଫୋଗାଟ ଏହାକୁ…

ହିଣ୍ଡାଲକୋ ଖଣି ମାମଲାରେ ଆକ୍ସନ ମୋଡ଼ରେ ସିବିଆଇ

ଭୁବନେଶ୍ୱର: ୨୦୧୧ରୁ ୨୦୧୩ ମଧ୍ୟରେ କୋଇଲା ଖନନ ପାଇଁ ପରିବେଶ ମଞ୍ଜୁରି ପାଇବାରେ ଦୁର୍ନୀତି ଅଭିଯୋଗରେ ଆଦିତ୍ୟ ବିର୍ଲା ଗ୍ରୁପର ଅଗ୍ରଣୀ ଆଲୁମିନିୟମ ଉତ୍ପାଦନକାରୀ ହିଣ୍ଡାଲକୋ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମାମଲା ରୁଜୁ କରିଛି। ଓଡ଼ିଶାର ଝାରସୁଗୁଡ଼ାର ପ୍ରଦୂଷିତ…

ଭିଜିଲାନ୍ସ ଜାଲରେ ଆଠଗଡ଼ ବିଡିଓ, ୮ଟି ସ୍ଥାନରେ ଚାଲିଛି ରେଡ୍

କଟକ: ଭିଜିଲାନ୍ସ ଜାଲରେ କଟକ ଆଠଗଡ଼ ବିଡିଓ। ଏକକାନୀଳ ୮ଟି ସ୍ଥାନରେ ଚାଲିଛି ରେଡ୍। ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ ଚାଲିଛି। ଭୁବନେଶ୍ବର, ଖୋର୍ଦ୍ଧା, ନୟାଗଡ଼ ଓ ଆଠଗଡ଼ ସମେତ ଏକକାଳୀନ…

ବିଜେଡି ମାରିବ ପୋଲାଭରମ୍ ବାଣ !

ଭୁବନେଶ୍ୱର: ପୋଲାଭରମ୍ ପ୍ରକଳ୍ପକୁ ଅସ୍ତ୍ର କରି ଗୋଟିଏ ଗୁଳିରେ ବିଜେଡି ମାରିବ ଦୁଇଟି ତୀର। ଉଭୟ କେନ୍ଦ୍ର ଓ ରାଜ୍ୟରେ କ୍ଷମତାରେ ବିଜେପି ରହିଥିବା ବେଳେ ପୋଲାଭରମକୁ ବଡ଼ ପ୍ରସଙ୍ଗ କରି ଜନତାଙ୍କ ବିଶ୍ବାସ ଜିତିବାକୁ ଉଦ୍ୟମ କରିବ ବିଜେଡି । ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବ ବିଜେଡି…

ଗୁଳି ଫୁଟି ୨ ମୃତ ଘଟଣା, ୨ ଜଣଙ୍କୁ ଅଟକ ରଖିଲା ପୋଲିସ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ପୋଲିସ ପିସ୍ତଲରୁ ଗୁଳି ଫୁଟି ୨ ଜଣଙ୍କ ମୃତ୍ୟୁ ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି ପୋଲିସ। ଉଭୟ ଅଭିଯୁକ୍ତ ଚୁଲିମାଲ ଗାଁର ବୋଲି ଜଣାପଡିଛି। ତେବେ ଘଟଣାର କାରଣ ଏବେ ବି ଅସ୍ପଷ୍ଟ । ଅଟକ ରଖାଯାଇଥିବା ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଆଜି ପଚରାଉଚୁରା…

ଦୁଇ ଦିନ ଭିତରେ ଭାରତ ଛାଡ଼ି ପାରନ୍ତି ଶେଖ୍ ହାସିନା, ଜାଣନ୍ତୁ କେଉଁ ଦେଶରେ ନେବେ ଶରଣ

ନୂଆଦିଲ୍ଲୀ: ଦିନେ କି ଦୁଇ ଦିନ ଭିତରେ ଭାରତ ଛାଡ଼ି ପାରନ୍ତି ଶେଖ୍ ହାସିନା । ୟୁରୋପର କୌଣସି ଦେଶକୁ ସେ ଯାଇପାରନ୍ତି। ବାଂଲାଦେଶରେ ଚାଲିଥିବା ହିଂସା ପରେ ନିଜ ଦେଶ ଛାଡି ଭାରତର ଆସିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡି ପାରନ୍ତି। ଏହାରି…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି, ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରାବଣ-ଶୁକ୍ଳ ତୃତୀୟା ତିଥିରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ଵିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ଏହି ଗୁପ୍ତସେବା ନୀତି ପାଇଁ ଦୀର୍ଘ ୪ ଘଣ୍ଟା ପାଇଁ…