ସଙ୍ଘବଦ୍ଧ ଆକ୍ରମଣରେ ଛିଣ୍ଡିଲା ଯୁବକଙ୍କ ହାତ ପାପୁଲି
ବ୍ରହ୍ମପୁର: ଖଣ୍ଡା ଆକ୍ରମଣରେ ଛିଣ୍ଡିଲା ଯୁବକଙ୍କ ବାମ ହାତ ପାପୁଲି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ବଡ ବଜାର ଥାନା ଅଞ୍ଚଳରେ । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଲେ ଅଜିତ ନାୟକ ।
କୌଣସି କଥାକୁ ନେଇ ଅଜିତଙ୍କର ଯୁବକଙ୍କ ସହ ବଚସା ହୋଇଥିଲା । ଏହାପରେ ୫ ଜଣ…