Latest Odisha News

BREAKING NEWS

ହଜମ ପ୍ରକ୍ରିୟାକୁ ଠିକ କରିବା ପାଇଁ ଖାଆନ୍ତୁ ଏହି ଖାଦ୍ୟ

ଜୀବନଶୈଳୀରେ ପରିବର୍ତ୍ତନ କାରଣରୁ ଅନେକ ଲୋକ ହଜମଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯଦି ହଜମ ପ୍ରକ୍ରିୟାରେ କୌଣସି ସମସ୍ୟା ନାହିଁ, ତେବେ ସ୍ୱାସ୍ଥ୍ୟରେ ମଧ୍ୟ କୌଣସି ସମସ୍ୟା ଦେଖାଯିବାର ନାହିଁ। ମୋଟା ମୋଟି ଭାବେ ଉତ୍ତମ ସ୍ୱାସ୍ଥ୍ୟର ରହସ୍ୟ ଏକ ଭଲ ହଜମ ପ୍ରକ୍ରିୟା ବୋଲି ବିବେଚନା…

ପ୍ରକାଶ ପାଇଲା ମନ୍ତ୍ରୀଙ୍କ ତାଲିକା; ଶପଥ ନେବେ ୮ କ୍ୟାବିନେଟ ମନ୍ତ୍ରୀ ଓ ୫ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପୂର୍ବରୁ ପ୍ରକାଶ ପାଇଲା ମନ୍ତ୍ରୀ ତାଲିକା । ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଓ ୨ ଜଣ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସହ ୧୩ ଜଣ ମନ୍ତ୍ରୀ ଆଜି ଶପଥ ନେବେ । ରାଜଭବନ ପକ୍ଷରୁ ଏହି ମନ୍ତ୍ରୀ ତାଲିକା…

କିଏ ହେବେ ବିଜେପିର ବସ୍ ?

ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି । ମୋଦି ସରକାରର ତୃତୀୟ ପାଳିରେ ସ୍ବାସ୍ଥ୍ୟ ସହ ରସାୟନିକ ଓ ସାର ମନ୍ତ୍ରାଳୟ ଦାୟିତ୍ବ ଜେପି ନଡ୍ଡାଙ୍କୁ ଦିଆଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନଡ୍ଡାଙ୍କ କାର୍ଯ୍ୟକାଳ ଜୁନ୍…

କେଉଁଠି ରହିବେ ମୁଖ୍ୟମନ୍ତ୍ରୀ?

ଭୁବନେଶ୍ବର: କେଉଁଠି ରହିବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ? ମୁଖ୍ୟମନ୍ତ୍ରୀଙ୍କ ପାଇଁ ସରକାରୀ ବାସଭବନ ଖୋଜା ଚାଲିଛି । ନବୀନ ପଟ୍ଟନାୟକ ସରକାରୀ ବାସଭବନରେ ରହୁନଥିଲେ । ଗତ ୨୪ବର୍ଷ ହେଲା ସେ ନିଜ ବାସଭବନ ନବୀନ ନିବାସରେ ହିଁ ରହୁଥିଲେ । ହେଲେ ଏବେ ରାଜ୍ୟରେ ବଦଳିଛି ସରକାର, ବଦଳିଛନ୍ତି…

ପ୍ରତିଶୃତି ରକ୍ଷା କରି ଶପଥ ସମାରୋହରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ରାଜ୍ୟରେ ଭାଜପା ପ୍ରଥମଥର ପାଇଁ ସରକାର ଗଠନ କରିବାକୁ ଯାଉଛି । ଆଉ କିଛି ସମୟ ପରେ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ମୋହନ ଚରଣ ମାଝୀ । ଏହି ଅବସରରେ ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ନେଇ ପହଞ୍ଚିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି…

ଆଜିଠୁ ହେବ ମୋହନ ଯୁଗ, ବଢିଲା ଭାବୀ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର: ଆଜିଠୁ ଓଡିଶାରେ ଆରମ୍ଭ ହେବାକୂ ଯାଉଛି ମୋହନ ଯୁଗ । ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛନ୍ତି କେନ୍ଦୁଝର ବିଧାୟକ ମୋହନ ମାଝୀ । ଜୁନ୍ ୪ରେ ୨୪ ନିର୍ବାଚନ ଫଳ ଘୋଷଣା ପରେ ଚାଲିଥିଲା କସରତ, କିଏ ହେବ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ! ଆଉ ଗତକାଲି ଏହାକୁ ନେଇ…

ଏମାନେ ହାତେଇ ପାରନ୍ତି ମନ୍ତ୍ରୀ ପଦ!, ସମ୍ଭାବ୍ୟ ମନ୍ତ୍ରୀଙ୍କୁ ଆସିଲା ଫୋନ କଲ

ଭୁବନେଶ୍ବର: ଶପଥ ଗ୍ରହଣକୁ ଆଉ କିଛିଟା ସମୟ ବାକି ରହିଛି । ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ମୋହନ ଚରଣ ମାଝୀ । ତାଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ସମେତ ନୂଆ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ନେବେ । ସଂଧ୍ୟା ୫ଟାରେ ଶପଥ ନେବ ନୂଆ ସରକାର । ତେବେ…

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦି; ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶପଥ ଗ୍ରହଣ ଉତ୍ସବରେ ହେବେ ସାମିଲ

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ମୋଦି ସିଧା ରାଜଭବନ ଯାଇଛନ୍ତି । ସେଠାରେ କିଛି ସମୟ ବିଶ୍ରାମ ନେବା ପରେ, ସଂଧ୍ୟାରେ ଜନତା ମୈଦାନରେ ହେବାକୁ ଥିବା ନୂଆ ସରକାରଙ୍କ…

‘ପ୍ରକୃତ ସେବକ ଅହଙ୍କାର ନକରି ସେବା କରିଥାଏ’

ନୂଆଦିଲ୍ଲୀ: ଲୋକସଭାରେ ବିଜେପି ସଂଖ୍ୟା ଗରିଷ୍ଠତା ହରାଇବା ପରେ ନିର୍ବାଚନ ଫଳାଫଳ ଉପରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ସେ କହିଛନ୍ତି ଯେ ଜଣେ 'ପ୍ରକୃତ ସେବକ କୌଣସି ଅହଙ୍କାର ନକରି ଅନ୍ୟମାନଙ୍କର ସେବା କରିଥାଏ ଏବଂ କାହାର କୌଣସି କ୍ଷତି କରିନଥାଏ' ।…

ଜୁନ୍ ୩୦ ଯାଏଁ ସରକାରୀ ବାବୁଙ୍କ ଛୁଟି ବାତିଲ୍; ସଂଶୋଧନ କଲା ପ୍ରଶାସନ

ଭୁବନେଶ୍ବର: ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ନେଇ ସଂଶୋଧନ କଲା ପ୍ରଶାସନ । କହିଲା ନେଇ ପାରିବେ ଛୁଟି, ହେଲେ ଜରୁରୀ କାର୍ଯ୍ୟ ପାଇଁ ଡାକରା ଗଲେ ତୁରନ୍ତ ହେବେ ଉପସ୍ଥିତ । ଜୁନ୍ ୩୦ ପର୍ଯ୍ୟନ୍ତ ଛୁଟି ବାତିଲ ନିର୍ଦ୍ଦେଶରେ ସଂଶୋଧନ କରି କିଛି ଏପରି କହିଛି ପ୍ରଶାସନ । ଆବଶ୍ୟକ ପଡ଼ିଲେ…