ଟି୨୦ ବିଶ୍ୱକପ: ପ୍ରଥମ ସଂସ୍କରଣରେ ଭାରତ ଚାମ୍ପିୟନ
୨୦୦୭ରୁ ଆଇସିସି ଟି୨୦ ବିଶ୍ୱକପ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହୋଇଥିଲା । ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ଏଥିରେ ଚାମ୍ପିୟନ ହୋଇଥିଲା । ତେବେ ଗୌତମ ଗମ୍ଭୀରଙ୍କ ଓଭରାଲ ପ୍ରଦର୍ଶନ, ଯୁବରାଜ ସିଂଙ୍କ ଗୋଟିଏ ଓଭରରେ ୬ ଛକା ଏବଂ ଯୋଗୀନ୍ଦର ଶର୍ମାଙ୍କ ଶେଷ ଓଭର ବୋଲିଂ ଏବେ ବି ମନରୁ ଯାଉ…