Latest Odisha News

BREAKING NEWS

ତାରିଣୀ ମନ୍ଦିରର ଉନ୍ନତି ପାଇଁ ୫୦ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଘଟଗାଁ ତାରିଣୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ୫୦ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମା' ତାରିଣୀଙ୍କୁ ଦର୍ଶନ କରି ତାଙ୍କ ଆଶିଷ ନେବା ପରେ କିଛି ଏମିତି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ତାରିଣୀ ମନ୍ଦିରରେ ୫୦ କୋଟିର କାମ ଚାଲିଥିବା ବେଳେ ଆଉ ୫୦…

୧୪ ଜିଲ୍ଲାକୁ ବର୍ଷା ସହ ବିଜୁଳି ଘଡ଼ଘଡ଼ି ନେଇ ୩ ଘଣ୍ଟିଆ ସତର୍କତା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ବିଜୁଳି , ଘଡଘଡି ସହ ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆଗାମୀ ୩ ଘଣ୍ଟାରେ ନୟାଗଡ଼, କନ୍ଧମାଳ, ନୂଆପଡ଼ା, ପୁରୀ, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ମାଲକାନଗିରି, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ରାୟଗଡ଼ା ଜିଲ୍ଲା ପାଇଁ ଚେତାବନୀ ଜାରି…

ନକଲି ନୋଟ୍ ଜବତ କଲା ପୋଲିସ, ଛାପୁଛନ୍ତି ମାଓବାଦୀ

ସୁକମା: ନକଲି ନୋଟ ଜବତ କଲା ପୋଲିସ୍ । ମାଓ କ୍ୟାମ୍ପରେ ଚଡାଉ କରି ବିପୁଳ ନକଲି ନୋଟ ଜବତ କରିଛି । ଛତିଶଗଡ଼ରେ ପୋଲିସର ବଡ଼ ଧରଣର ଚଢ଼ାଉ ପରେ ମିଳିଛି ବିପୁଳ ନକଲି ନୋଟ । ଛତିଶଗଡ ସୁକମାରେ କୋରାଜଗୁଡ଼ା ଜଙ୍ଗଲ ସ୍ଥିତ ମାଓ କ୍ୟାମ୍ପ ଉପରେ ଚଢାଉ କରିଥିଲା ସ୍ଥାନୀୟ ପୋଲିସ୍ ।…

ଇନ୍ଦୋରରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ବିଜେପି ନେତାଙ୍କୁ ଗୁଳି ମାଡ । ଇନ୍ଦୋରର ଏମଜି ରୋଡ ଥାନା ଅଞ୍ଚଳରେ ବିଜେପି କ୍ୟାବିନେଟ ମନ୍ତ୍ରୀ କୈଳାସ ବିଜୟବର୍ଗିୟଙ୍କ ଘନିଷ୍ଠ ବନ୍ଧୁ ମୋନୁ କଲ୍ୟାଣେଙ୍କୁ ଗୁଡି ମାଡ କରି ହତ୍ୟା କରାଯାଇଛି । ‌ମୋନୁ ମଧ୍ୟପ୍ରଦେଶର ବିଜେପି ଯୁବ ମୋର୍ଚ୍ଚାର ନଗର…

ପ୍ରଥମ ଖେଳାଳି ଭାବେ କ୍ରମାଗତ ମ୍ୟାଚରେ ହ୍ୟାଟ୍ରିକ ନେଇ ଇତିହାସ ରଚିଲେ କୁମିନ୍ସ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଅଷ୍ଟ୍ରେଲିଆର ପେସ ବୋଲର ପ୍ୟାଟ କୁମିନ୍ସ ଇତିହାସ ରଚିଛନ୍ତି । ସେ ପ୍ରଥମ ବୋଲର ଭାବେ କ୍ରମାଗତ ୨ଟି ମ୍ୟାଚରେ ହ୍ୟାଟ୍ରିକ ନେଇ ଏହି ସଫଳତା ହାସଲ କରିଛନ୍ତି । ଅବଶ୍ୟ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ କୁମିନ୍ସ ଏହି ସଫଳତା ଦଳକୁ ବିଜୟୀ କରାଇ…

ଏକତ୍ର ଅଭିନୟ କରିବେ ଶାହାରୁଖ-ସାମନ୍ଥା

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଶାହାରୁଖ ଖାଁ ଏବଂ ସାମନ୍ଥା ରୁଥ ପ୍ରଭୂ ଏକତ୍ର ଅଭିନୟ କରିବାକୁ ଯାଉଥିବା ଖବର ପ୍ରକାଶ ପାଇଛି । ଉଭୟଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଅନୁମାନ କରାଯାଇଛି । ତେବେ ଏ ନେଇ ଶାହାରୁଖ କିମ୍ବା ସାମନ୍ଥା ବିଧିବଦ୍ଧ ଭାବେ କୌଣସି ବୟାନ ଦେଇ ନାହାନ୍ତି…

ପାଟଣାଗଡ ସିଲିଣ୍ଡର ବିସ୍ଫୋରଣ ଘଟଣା: ୪ ମାସ ପରେ ମହିଳାଙ୍କ ମୃତ୍ୟୁ

ପାଟଣାଗଡ଼: ସିଲିଣ୍ଡର ବିସ୍ଫୋରଣର ୪ ମାସ ପରେ ମହିଳାଙ୍କ ମୃତ୍ୟୁ । ବେଲପଡ଼ା ଥାନା କାନୁଟ ଗାଁରେ ଗୁରୁତର ଅସୁସ୍ଥ ମହିଳାଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ପରିବାରର ୩ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଗତ ୧୦ ଫେବୃଆରୀରେ ଘରେ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା । ସୂଚନା ଥାଉକି, ପାଟଣାଗଡ଼…

‘କିସ୍’କୁ ଜଙ୍ଗଲ ଜମି ହସ୍ତାନ୍ତର: ରୋକ୍ ଲଗାଇଲେ କେନ୍ଦ୍ର ସରକାର

ଭୁବନେଶ୍ବର; କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ(କିସ୍)କୁ ଜଙ୍ଗଲ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର।  କୌଣସି ସ୍ପଷ୍ଟୀକରଣ ନମିଳିବା ପର୍ଯ୍ୟନ୍ତ କିସ୍ କୁ ଜଙ୍ଗଲ ଜମି ହସ୍ତାନ୍ତର ନକରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି କେନ୍ଦ୍ର…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୮)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’ ମନେ ପଡ଼ିଗଲା ସୀପ୍ରା! ଯେ କାନ୍ଦୁଥିଲା, ଭାଇ ହିଁ ତା'ର ଏକମାତ୍ର ପ୍ରାଣୀ ଯେ ତା'ର ଖୁବ୍ ନିବିଡ଼ ଥିଲା । କଥାକଥାକେ ଭାଇ । ସବୁ କଥା ଭାଇସହ ବାଣ୍ଟିପାରେ । ବଡ଼ ଆତୁର ଦିଶୁଥିଲା । କାନ୍ଦୁଥିବ.. ଖାଉନଥିବ ହୁଏତ... । ସେ ତାକୁ…

ରୂପେଲି ପରଦାରେ ନେପଥ୍ୟ ନାୟକ

ନିକଟରେ ରିଲିଜ ହୋଇଛି ଏକ ବଲିଉଡ୍ ବାୟୋପିକ୍ ଚନ୍ଦୁ ଚାମ୍ପିଅନ । କାର୍ତ୍ତିକ ଆର୍ଯ୍ୟନ ଅଭିନୀତ ଓ କବୀର ଖାନ ନିର୍ଦ୍ଦେଶିତ ଚନ୍ଦ୍‌ୁ ଚାମ୍ପିଅନ ହେଉଛି ଏକ ସ୍ପୋର୍ଟସ ବାୟୋପିକ୍ । ଆଉ ଯାହାଙ୍କ ଜୀବନୀ ଉପରେ ଏହି ବାୟୋପିକ ନିର୍ମିତ ହୋଇଛି, ତାଙ୍କ ବାବଦରେ ହୁଏତ ଆମେ ସମସ୍ତେ ଅବଗତ ନୋହୁଁ ।…