ରୂପେଲି ପରଦାରେ ନେପଥ୍ୟ ନାୟକ
ମୁମ୍ବାଇ: ନିକଟରେ ରିଲିଜ ହୋଇଛି ଏକ ବଲିଉଡ୍ ବାୟୋପିକ୍ ଚନ୍ଦୁ ଚାମ୍ପିଅନ । କାର୍ତ୍ତିକ ଆର୍ଯ୍ୟନ ଅଭିନୀତ ଓ କବୀର ଖାନ ନିର୍ଦ୍ଦେଶିତ ଚନ୍ଦ୍ୁ ଚାମ୍ପିଅନ ହେଉଛି ଏକ ସ୍ପୋର୍ଟସ ବାୟୋପିକ୍ । ଆଉ ଯାହାଙ୍କ ଜୀବନୀ ଉପରେ ଏହି ବାୟୋପିକ ନିର୍ମିତ ହୋଇଛି, ତାଙ୍କ ବାବଦରେ ହୁଏତ ଆମେ ସମସ୍ତେ ଅବଗତ…