Latest Odisha News

BREAKING NEWS

ଶରୀର ପାଇଁ ବରଦାନ ଗିଲୋଇ, ମଧୁମେହ ନିୟନ୍ତ୍ରଣ କରିବା ପାଇଁ କରନ୍ତୁ ବ୍ୟବହାର

ଭୁବନେଶ୍ଵର: ଆମେ ପ୍ରକୃତି କୋଳରୁ ଜନ୍ମିତ । ପ୍ରକୃତିରେ ଥିବେ ବିଭିନ୍ନ ଔଷଧିୟ ବୃକ୍ଷ ନାନା ପ୍ରକାରର ରୋଗରୁ ଆମକୁ ରକ୍ଷା କରିବାରେ ସହାୟକ ହୋଇଥାଏ । ସୁସ୍ଥ ଜୀବନଶୈଳୀ ପାଇଁ ପ୍ରକୃତିର ଏକ ବରଦାନ ହେଉଛି ଗୁଳୁଚି । ଯାହାକୁ ଗିଲୋଇ ମଧ୍ୟ କୁହାଯାଏ । ଏହା ଆମ ଶରୀର ପାଇଁ ବହୁ ଲାଭଦାୟକ…

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ପୁରୀ: ସରିଛି ମହାପ୍ରଭୁଙ୍କ ମହାସ୍ନାନ। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଥିବାରୁ ମହାପ୍ରଭୁଙ୍କୁ ଜର ହୋଇଛି। ଏଥିପାଇଁ ମହାପ୍ରଭୁ ଅଣସର ଗୃହରେ ରହିଛନ୍ତି। ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ଗୁପ୍ତ ନୀତି କରାଯାଉଛି। ମହାପ୍ରଭୁଙ୍କ ଅଣସର ସମୟରେ ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପଟିଦିଅଁ…

ଲାଞ୍ଚ ନେଉଥିବା ବେଳେ ସିବିଆଇ ଦ୍ବାରା ଡାକ ବିଭାଗର ଦୁଇ ଅଧିକାରୀ ଗିରଫ

ଭୁବନେଶ୍ୱର: ଲାଞ୍ଚ ନେଉଥିବା ଡାକ ବିଭାଗର ଦୁଇ ଅଧିକାରୀଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ମୟୂରଭଞ୍ଜ ଜିଲ୍ଲାରେ ବଡ଼ସାହି ସବ୍ ପୋଷ୍ଟ ଅଫିସର ଡାକ ନିରୀକ୍ଷକ ରୁବି ଦାସ ଓ ଓଭରସିୟର ସୁଶାନ୍ତ କୁମାର ଦାସ ୫୦ ହଜାର ଟଙ୍କା ଲାଞ୍ଚ ମାଗୁଥିବା ବେଳେ ସିବିଆଇ ହାତରେ…

ନୂଆ ସରକାରଙ୍କୁ କୃଷିର ବିକାଶ ପାଇଁ ପ୍ରସ୍ତାବ

ଡ଼ି.ଶୁଭମଙ୍କର କୃଷି ଭିତ୍ତିକ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’  ଓଡ଼ିଶାରେ ଏବେ ଗଠନ ହୋଇଛି ନୂଆ ସରକାର । ଲୋକଙ୍କମନରେ ଅନେକ ନୂତନ ଆଶା ଓ ଆକାଂକ୍ଷା । ତେବେ ନୂଆ ସରକାର ଜନତାଙ୍କ ସ୍ୱପ୍ନକୁ କେତେଦୂର ଚରିତାର୍ଥ କରିପାରୁଛନ୍ତି , ସେକଥା ସମୟ କହିବ । କିନ୍ତୁ ଏହାରି ମଧ୍ୟରେ ସରକାରଙ୍କ…

ପେପର ଲିକ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ଏନଟିଏ ଡିଜି ପଦରୁ ସୁବୋଧ ସିଂହ ବିଦା

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏବେ ବିବାଦ ଘେରରେ ରହିଛି। ୟୁଜିସି ନେଟ୍ ପରୀକ୍ଷା ବାତିଲ ହେବା ପରେ ଏବଂ ନିଟ୍ ପରୀକ୍ଷାରେ ଜାଲିଆତି ଖବର ସାମ୍ନାକୁ ଆସିବା ପରେ କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି କୁ ନେଇ ବୟାନ ଦେଇଛନ୍ତି । ସେ…

ନିଟ୍ ପେପର ଲିକ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ଦେଓଘରରୁ ଚିଣ୍ଟୁଙ୍କ ସମେତ ୬ ଗିରଫ

ରାଞ୍ଚି: ନିକଟରେ ନିଟ୍ ପରୀକ୍ଷା ପରେ ପେପର ଲିକ୍ ଘଟଣା ସାମ୍ନାକୁ ଆସିଛି। ସେହିପରି ପ୍ରଶ୍ନପତ୍ର ଲିକର କନେକ୍ସନ ବିହାର ଓ ଝାଡ଼ଖଣ୍ଡକୁ ମଧ୍ୟ ସଂଯୋଗ କରୁଥିବା ଦେଖିବାକୁ ମିଳୁଛି। ବିହାର ପୋଲିସର ଏକାଧିକ ଟିମ୍ ଏ ନେଇ ଲଗାତାର କାର୍ଯ୍ୟାନୁଷ୍ଠାନରେ ନିୟୋଜିତ ଅଛନ୍ତି। ଏହି କ୍ରମରେ ବିହାର…

ପ୍ଲାଟଫର୍ମ ଟିକେଟ ସମେତ ଏହି ରେଲଓ୍ବେ ସୁବିଧା ଉପରେ ଜିଏସଟି ଲାଗୁ ହେବ ନାହିଁ

ନୂଆଦିଲ୍ଲୀ: ଜିଏସଟି କାଉନସିଲର ୫୩ତମ ବୈଠକ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନେକ ବଡ ଘୋଷଣା କରିଛନ୍ତି । ଏଥିରେ ସେ ଭାରତୀୟ ରେଳବାଇ ଦ୍ୱାରା ପ୍ରଦାନ କରାଯାଉଥିବା ସେବାକୁ ଜିଏସଟିରୁ ଛାଡ ଘୋଷଣା କରିଛନ୍ତି। ଭାରତୀୟ ରେଳବାଇର ପ୍ଲାଟଫର୍ମ ଟିକେଟ, ରିଟାୟରିଂ ରୁମ୍,…

କାମ୍ ଦେଲାନି ଆଲୋଚନା, ବାରିପଦା ବସଷ୍ଟାଣ୍ଡରୁ ଗଡ଼ିଲା ନାହିଁ ବସ୍

ବାରିପଦା: ପ୍ରଶାସନ, ପୋଲିସ ଏବଂ ଘରୋଇ ବସ୍ ସଂଘର କର୍ମକର୍ତ୍ତାଙ୍କ ସହ ବୈଠକ ହୋଇଥିଲା। ସଂଧ୍ୟାରେ ବାରିପଦା ବସଷ୍ଟାଣ୍ଡରୁ ବସ୍ ଗଡିଥାନ୍ତା। କିନ୍ତୁ ଯେଉଁମାନେ ଗଣ୍ଡଗୋଳ ଘଟଣାରେ ଜେଲରେ ଅଛନ୍ତି ସେମାନଙ୍କୁ ଜାମିନ୍ ନନିଳିବାରୁ ବସ୍ ଚଳାଚଳ ପୂର୍ବଭଳି ରହିଛି। ଅର୍ଥାତ୍ ପ୍ରଶାସନ ବସ…

ଭାରତୀୟ ରାଜନୀତିରେ ନିଖୋଜ ମହିଳା

ଭୁବନେଶ୍ବର: ସାଧାରଣ ନିର୍ବାଚନ ପରେ ଗଠିତ ହୋଇଛି ଅଷ୍ଟାଦଶ ଲୋକସଭା । ଭାରତୀୟ ସଂସଦର ଶକ୍ତିଶାଳୀ ନିମ୍ନ ସଦନ ଲୋକସଭାର ୫୪୩ ସଦସ୍ୟଙ୍କ ମଧ୍ୟରୁ ଏଥର ମଧ୍ୟ ମହିଳା ପ୍ରତିନିଧିଙ୍କ ସଂଖ୍ୟା ଆଶାନୁରୂପକ ହୋଇନାହିଁ । ବରଂ ପୂର୍ବ ଲୋକସଭା ଅପେକ୍ଷା ଏଥର କମ୍ ସଂଖ୍ୟକ ମହିଳା ନିର୍ବାଚିତ ହୋଇଛନ୍ତି…

ରାଜ୍ୟର ସବୁ ନିଗମ ଅଧ୍ୟକ୍ଷଙ୍କୁ ହଟାଇଲେ ସରକାର

ଭୁବନେଶ୍ଵର: ବିଭିନ୍ନ ନିଗମ ଅଧ୍ୟକ୍ଷଙ୍କୁ ଦାୟିତ୍ବରୁ ଅବ୍ୟାହତି ଦେଲେ ରାଜ୍ୟ ସରକାର । ପୂର୍ବ ସରକାରଙ୍କ ସମୟରେ ନିଯୁକ୍ତ ଅଧ୍ୟକ୍ଷଙ୍କୁ ଅବ୍ୟାହତି ଦେଲେ ରାଜ୍ୟର ନୂତନ ସରକାର । ନିଗମଗୁଡ଼ିକର ପରିଚାଳନାରେ ଗୁଣାତ୍ମକ ଉନ୍ନତି ହେଉ ନଥିବାରୁ ଏପରି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।…