ଦୀର୍ଘ ୫ ବର୍ଷ ପରେ ଶିମିଳିପାଳକୁ ଫେରିଲେ ୨ କୁମକୀ ହାତୀ ରାଜକୁମାର ଓ ମହେନ୍ଦ୍ର
ବାରିପଦା: ୫ ବର୍ଷ ପରେ ଶିମିଳିପାଳକୁ ଫେରିଲେ ରାଜକୁମାର ଓ ମହେନ୍ଦ୍ର । ୨ଟି ଟ୍ରକ୍ ଯୋଗେ ସାତକୋଶିଆରୁ ଏହି ଦୁଇ ହାତୀଙ୍କୁ ଶିମିଳିପାଳ ଅଭୟାରଣ୍ୟ ଅଣାଯାଇଛି । ସେମାନଙ୍କୁ କେଣ୍ଡୁମୁଣ୍ଡିରେ ରଖାଯିବ। ଏଠାରେ କିଛିଦିନ ନିରୀକ୍ଷଣରେ ରହିବା ପରେ ହାତୀ ଦୁଇଟିକୁ ପୂର୍ବଭଳି ଜଙ୍ଗଲ ସୁରକ୍ଷା…