Latest Odisha News

BREAKING NEWS

‘ମୁଁ ଲଢୁଆ, କାଳି ମାଡ ଦବେଇପାରିବନି’; ଶରତ ପଟ୍ଟନାୟକ

ଭୁବନେଶ୍ବର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପରେ କାଳିମାଡ କରିଛନ୍ତି ଦୁଇ ଯୁବକ । କଂଗ୍ରେସ ଭବନ ଭିତରେ ପସି କାଳି ମାଡ କରିଛନ୍ତି । ତେବେ ଯୁବକ ଦୁଇ ଜଣ କିଏ ଓ କେଉଁ କାରଣରୁ ଏଭଳି କାଣ୍ଡ ଭିଆଇଛନ୍ତି ତାହା ଅସ୍ପଷ୍ଟ ଥିଲେ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି…

ମାଓ ପୋଷ୍ଟର ଲଗାଇ ସ୍ଥିତି ଜାହିର କଲେ ମାଓବାଦୀ, ଲୋକେ ଭୟଭୀତ

କୋରାପୁଟ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ସରପଲ୍ଲୀ ଛକରେ ପୋଷ୍ଟର ଲଗାଇଲେ ମାଓବାଦୀ । ପୋଷ୍ଟରରେ ତେଲୁଗୁ ଭାଷାରେ ଲେଖାଯାଇଛି । ଏହି ପୋଷ୍ଟରଟି ସିପିଆଇ ମାଓବାଦୀ ପକ୍ଷରୁ ଲଗାଯାଇଥିବା ସେଥିରେ ଦର୍ଶାଯାଇଛି । ଖବର ମୁତାବକ, ଆଜି ସକାଳେ ସରପଲ୍ଲୀ ଛକରେ ମାଓ ପୋଷ୍ଟର ଲାଗିଥିବା…

ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଝଟକା, ଜାମିନ ଉପରେ ରୋକ ଲଗାଇଲେ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ବର୍ତ୍ତମାନ ହାଇକୋର୍ଟ କେଜ୍ରିୱାଲଙ୍କ ଜାମିନ ଉପରେ ରୋକ ଲଗାଇଛନ୍ତି। ଶୁଣାଣି ଶେଷ ହେବା ପର୍ଯ୍ୟନ୍ତ ଜାମିନ ସ୍ଥଗିତ ରହିବ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଗତକାଲି ଦିଲ୍ଲୀର ମଦ…

ମହାପ୍ରଭୁଙ୍କ ସେନାପଟା ଲାଗି ନୀତି: ପୂର୍ବାହ୍ନ ୧୧ଟା ପରିବର୍ତ୍ତେ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ

ପୁରୀ: ପବିତ୍ର ସ୍ନାନ ପୂର୍ଣ୍ଣିମା ପାଇଁ ସେନାପଟା ଲାଗି ନୀତି ନିମନ୍ତେ ଆଜି ପୂର୍ବାହ୍ନ ୧୧ଟା ଯାଏଁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ପ୍ରଦାନ କରାଯାଇଥିଲା। କିନ୍ତୁ ବର୍ତ୍ତମାନର ପ୍ରାପ୍ତ ସୂଚନା ଅନୁଯାୟୀ ସର୍ବସାଧାରଣ ଦର୍ଶନ ବନ୍ଦ ସମୟକୁ ବୃଦ୍ଧି କରାଇଛି।…

ଶରତ ପଟ୍ଟନାୟକୁ କାଳି ମାଡ, କଂଗ୍ରେସ ଭବନରେ ପସି କାଳି ମାଡ କଲେ ଅସନ୍ତୁଷ୍ଟ ଗୋଷ୍ଠୀ

ଭୁବନେଶ୍ବର: କଂଗ୍ରେସର ପିସିସି ସଭାପତି ଶରତ ପଟ୍ଟନାୟଙ୍କୁ କାଳି ମାଡ । କଂଗ୍ରେସ ଭବନରେ ନିଜ ପ୍ରକୋଷ୍ଠରେ ବସିଥିବା ସମୟରେ କିଛି ଅସନ୍ତୁଷ୍ଟ ଗୋଷ୍ଠୀ ଭିତରକୁ ପସି ତାଙ୍କ ଉପରକୁ କାଳି ମାଡ କରିଥିଲେ । ହେଲେ କାଲି ମାଡ କରିଥିବା ବ୍ୟକ୍ତମାନେ କିଏ ଏବଂ ସେମାନେ କେଉଁ କାରଣରୁ ଅସନ୍ତୁଷ୍ଟ…

ଦୀପାଳିଙ୍କ ଆବେଦନକୁ ଗ୍ରହଣ କଲେ ନିର୍ବାଚନ ଆୟୋଗ, ଯାଞ୍ଚ ହେବ ଇଭିଏମ

ଝାରସୁଗୁଡା: ଦୀପାଳି ଦାସଙ୍କ ଆବେଦନକୁ ଗ୍ରହଣ କଲେ ନିର୍ବାଚନ ଆୟୋଗ । ଯାଞ୍ଚ ହେବ ୧୩ ପୋଲିଂ ଷ୍ଟେସନର ଇଭିଏମ୍ । ନିର୍ବାଚନ ଫଳାଫଳରେ ଘୋଟାଲା ହୋଇଥିବା ଅଭିଯୋଗ କରିଥିଲେ ଦୀପାଳି । ଝାରସୁଗୁଡା ପୂର୍ବତନ ବିଧାୟିକା ତଥା ପରାଜିତ ବିଜେଡି ବିଧାୟିକା ପ୍ରାର୍ଥୀ ଦୀପାଳି ଦାସ…

ଯୋଗ ମୁଦ୍ରାରେ ମୁଖ୍ୟମନ୍ତ୍ରୀ, କହିଲେ ନୂଆ ଓ ସୁସ୍ଥ ଓଡ଼ିଶା ଗଠନରେ ସହାୟକ ହେବ ଯୋଗ

ଭୁବନେଶ୍ବର: ଆଜି ଅନ୍ତର୍ଜାତୀୟ ଯୋଗ ଦିବସରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ରାଜ୍ୟସ୍ତରୀୟ ଯୋଗ ଉତ୍ସବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଯୋଗ ମୁଦ୍ରାରେ ନଜର ଆସିଛନ୍ତି ମୁଖ୍ୟମନ୍ତ୍ରୀ । ଯୋଗ…

ଯୋଗ କଲେ ମୋଦୀ, କହିଲେ ପର୍ଯ୍ୟଟନର ନୂଆ ଧାରା ଆରମ୍ଭ କରିଛି ଯୋଗ

ନୂଆଦିଲ୍ଲୀ; ଆଜି ଯୋଗ କରୁଛି ସାରା ଭାରତ । ସୁସ୍ଥ ମନ ଓ ଶରୀର ପାଇଁ ଆବଶ୍ୟକ ଯୋଗ । ନିରନ୍ତର ଯୋଗ ଅଭ୍ୟାସ ଦ୍ବାରା ନୂତନ ସାଧନା ହାସଲ ହୋଇଥାଏ । ଏଥିପାଇଁ ଏହାର ମୂଲ୍ୟବୋଧକୁ ନେଇ ପ୍ରତିବର୍ଷ ଜୁନ୍ ୨୧ ରେ ଯୋଗ ଦିବସ ପାଳନ ହୋଇଥାଏ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଶମ…

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ; ଘର ମାଲିକଙ୍କୁ ଭଡ଼ାଟିଆର ହତ୍ୟା

ଭୁବନେଶ୍ୱର: ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ। ଘର ମାଲିକଙ୍କୁ ଭଡ଼ାଟିଆର ହତ୍ୟା। ଭୁବନେଶ୍ୱରର ତମାଣ୍ଡୋ ଥାନା ଏକ ଇଞ୍ଜିନିୟରିଂ କଲେଜ ପାଖରେ ଘଟିଛି ଏହି ହତ୍ୟାକାଣ୍ଡ। ଘର ମାଲିକଙ୍କୁ ଭଡ଼ାଟିଆ ହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ରାସ୍ତାରୁ ରକ୍ତାକ୍ତ ମୃତଦେହ ଜବତ କରି ପୋଲିସର…

ନିଟ୍-ନେଟ୍‌ରେ ଅନିୟମିତତାକୁ ନେଇ ସାରା ଦେଶରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ !

ନୂଆଦିଲ୍ଲୀ: ପ୍ରଥମେ ନିଟ୍ ଏବଂ ପରେ ନେଟ୍ ପରୀକ୍ଷାରେ ଅନିୟମିତତା ସମ୍ପର୍କରେ କଂଗ୍ରେସ ମୋଦୀ ସରକାର ଉପରେ କ୍ରମାଗତ ଭାବରେ ଆଟକ୍ କରୁଛି। ଏହି ପ୍ରସଙ୍ଗରେ କଂଗ୍ରେସ ଆଜି ସାରା ଦେଶରେ ବିରୋଧ ପ୍ରଦର୍ଶନ କରିବ। କଂଗ୍ରେସ ଦଳର ନେତା ଓ କର୍ମୀମାନେ ଦେଶର ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ…