Latest Odisha News

BREAKING NEWS

ଜୁଲାଇ ୨୨ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା, ଆଜି ଫର୍ମ ପୂରଣ ଶେଷ ତାରିଖ

କଟକ: ୨୦୨୪ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ଜୁଲାଇ ୨୨ ତାରିଖରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହି ପରୀକ୍ଷା ଲାଗି ଗତ ୧୦ ତାରିଖରୁ ଫର୍ମ ପୂରଣ ଆରମ୍ଭ ହୋଇଥିଲା। ଆଜି ଫର୍ମ ପୂରଣ ଶେଷ…

ଅନ୍ତର୍ଜାତୀୟ ଯୋଗ ଦିବସ: ମୁଖ୍ୟମନ୍ତ୍ରୀଙ୍କ ସହ ନେତା-ମନ୍ତ୍ରୀଙ୍କ ଯୋଗାଭ୍ୟାସ, ଶ୍ରୀନଗରରେ ଯୋଗ ଦିବସ ପାଳିବେ…

ଭୁବନେଶ୍ୱର: ଜୁନ୍ ୨୧ ତାରିଖ ତଥା ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ସାରା ବିଶ୍ୱ ପାଳୁଛି ଯୋଗ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହି ଦିନର ଶୁଭାରମ୍ଭ ହୋଇଥିଲା, ଯାହା ଏବେ ୧୦ ବର୍ଷରେ ପହଂଚିଛି । ଏଥରର ଥିମ୍‌ ରହିଛି ‘ନିଜ ଓ ସମାଜ ପାଇଁ ଯୋଗ’। ଏଥିପାଇଁ ଦେଶ, ବିଦେଶ ଓ…

ଡରାଉଛି ଡିପ୍‌ଥେରିଆ, କାଶୀପୁରରେ ୧୮ ଗାଁ କଣ୍ଟେନ୍‌ମେଣ୍ଟ୍

ଭୁବନେଶ୍ୱର: ଦୁଇ ଦିନ ହେଲାଣି ରାୟଗଡ଼ା, କୋରାପୁଟ, କଳାହାଣ୍ଡିରେ ନୂଆ ଡିପ୍‌ଥେରିଆ ରୋଗୀ ଚିହ୍ନଟ ହୋଇନାହାଁନ୍ତି। ତେବେ ଦିନକ ପୂର୍ବେ ଡିପ୍‌ଥେରିଆରେ ଜଣେ ଚିକିତ୍ସାଧୀନ ଶିଶୁଙ୍କ ମୃତ୍ୟୁ ପରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଡିପ୍‌ଥେରିଆ ଜନିତ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି। ସଂକ୍ରମଣ…

ବିଏସଏଫ୍ ଜବାନଙ୍କ କୁମ୍ବିଙ୍ଗ ଅପରେସନ ବେଳେ ମାଓ ଡମ୍ପ୍ ଜବତ

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା। ମାଲକାନଗିରି ଜିଲ୍ଲା ଭେଜାଙ୍ଗୱାଡା ଜଙ୍ଗଲରେ ବିଏସଏଫ୍ ଜବାନଙ୍କ କୁମ୍ବିଙ୍ଗ ଅପରେସନ ବେଳେ ମାଓ ଡମ୍ପ୍ ଜବତ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀ ପାହାଡ଼ ଭିତରେ ଲୁଚାଇ ରଖିଥିଲେ ବିପୁଳ ପରିମାଣର ମାଓ ବିସ୍ପୋରକ…

ନାଳରେ ନାବାଳକ ଭାସି ଯିବା ଘଟଣା, ନିଲମ୍ବିତ ହେଲେ ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ର ଡ୍ରେନେଜ୍ ଡିଭିଜନରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ନିଲମ୍ୱିତ। ୟୁନିଟ୍-୩ ଅଞ୍ଚଳରେ ଖୋଲା ଡ୍ରେନରେ ଭାସି ଯାଇ ଜଣେ ନାବାଳକଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ଘଟଣାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି। ସୂଚନା ଓ…

ରାଜଧାନୀରେ ମେଟ୍ରୋ ପ୍ରକଳ୍ପର ଭବିଷ୍ୟତକୁ ନେଇ ସ୍ପଷ୍ଟ ହେଲା ମୋହନ ସରକାରର ଆଭିମୁଖ୍ୟ

ଭୁବନେଶ୍ୱର: ନବୀନ ସରକାର ଯିବା ପରେ ଅନେକ ଯୋଜନା ଏବଂ ପ୍ରକଳ୍ପର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ଏହାରି ଭିତରେ ଅନ୍ୟତମ ପ୍ରକଳ୍ପ ହେଉଛି ମେଟ୍ରୋ ପ୍ରକଳ୍ପ । ଏହାରି ଭିତରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗୁରୁବାର କହିଛନ୍ତି, ଭୁବନେଶ୍ୱର ମେଟ୍ରୋ ରେଳ…

ଗ୍ରାମାଞ୍ଚଳରେ ମୋବାଇଲ୍ ନେଟୱର୍କ ଓ ଇଣ୍ଟରନେଟ୍ ସୁବିଧାକୁ ସୁଦୃଢ଼ କରାଯିବ: ଆଇଟି ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଗ୍ରାମାଞ୍ଚଳରେ ମୋବାଇଲ୍ ନେଟୱର୍କ ଓ ଇଣ୍ଟରନେଟ୍ ସୁବିଧାକୁ ସୁଦୃଢ଼ କରାଯିବ। ଏ ଦିଗରେ ରାଜ୍ୟ ସରକାର କାର୍ଯ୍ୟ କରିବେ ବୋଲି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କହିଛନ୍ତି। ବିଭାଗର କାର୍ଯ୍ୟକଳାପର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ…

ପୁଅକୁ ସାପ କାମୁଡିଲା ପରେ ବାପାଙ୍କ ଅଭିନବ ପଦକ୍ଷେପ

ଆଗ୍ରା: ଉତରପ୍ରଦେଶର ଆଗ୍ରାରେ ଏ ଭଳି ଏକ ଘଟଣା ଘଟିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । କାଳିନ୍ଦି ବିହାରରେ ଜଣେ କିଶୋରକୁ ସାପ କାମୁଡି ଦେଇଥିଲା । ଏହା ଦେଖି ତାଙ୍କ ବାପାଙ୍କ ହୋଶ ଉଡି ଯାଇଥିଲା । ସେ କିଛି ବୁଦ୍ଧି ନ ପାଇ ସାପ ପଛରେ ଗୋଡାଇଲେ । ନିଜ ଜୀବନକୁ ବାଜି ଲଗାଇ…

ଭର୍ତ୍ତୃହରି ମହତାବ ଲୋକସଭାର କାମଚଳା ବାଚସ୍ପତି ନିଯୁକ୍ତ

ନୂଆଦିଲ୍ଲୀ: ଲୋକସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ । ଭର୍ତ୍ତୃହରିଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସମ୍ବିଧାନର ଧାରା ୯୫ (୧) ଅନୁଯାୟୀ ତାଙ୍କୁ ଏହି ପଦବୀରେ ନିଯୁକ୍ତ କରାଯାଇଛି। ସେହିପରି ଲୋକ…

ମୁହଁ ଖୋଲିଲେ ଶିକ୍ଷା ମନ୍ତ୍ରୀ, କହିଲେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ

ନୂଆଦିଲ୍ଲୀ: ଦେଶରେ ନିଟ୍‌ ଓ ନେଟ୍‌ ପରୀକ୍ଷାରେ ବିଭ୍ରାଟ ଅଭିଯୋଗ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏକ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର କହିଛନ୍ତି, “ମୁଁ ସମସ୍ତଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷା…