ଗିରଫ ହେବେ ବିଡିଓ ବାବୁ! ସରୁନି ସମ୍ପତ୍ତି ତାଲିକା….
କଟକ: ଭିଜିଲାନ୍ସ ଜାଲରେ ପଡିଛନ୍ତି କଟକ ଆଠଗଡ ବିଡିଓ ପ୍ରଦୀପ କୁମାର ସାହୁ । ବୁଧବାର ଭିଜିଲାନ୍ସରର ମୋଟ ୮ ଜଣ ଟିମ୍ ଏକକାଳୀନ ବିଡିଓଙ୍କ ୮ଟି ସ୍ଥାନରେ ଚଢାଉ କରିଥିବା ବେଳେ ଆଜି ତାଙ୍କୁ ଭିଜିଲାନ୍ସ ଗିରଫ କରିପାରେ ।
ସେପଟେ ଭିଜିଲାନ୍ସ ଚଢାଉ ପରେ ଏବେ ବି ଜାରି ରହିଛି ସମ୍ପତି ଆକଳନ…