ମାଟି ମା’ର ବକ୍ଷ ଚିରି ପୁଣି ବାହାରିଲା ବିଲୁପ୍ତ ସରସ୍ଵତୀ ନଦୀ, କପିଳମୁନି ସରୋବରରେ ମିଳିଲା ଦର୍ଶନ
ଜୟପୁର: କପିଳମୁନି ସରୋବରର ଇତିହାସ ହଜାର ହଜାର ବର୍ଷ ପୁରୁଣା । ଏହି ସରୋବର କୁରୁକ୍ଷେତ୍ର ବିକାଶ ବୋର୍ଡ ଅଧୀନରେ ଆସେ । ଏଠାରେ ନିର୍ମିତ ଏହି ସରୋବର ଜଳ ହଜାର ହଜାର ବର୍ଷ ହେବ କେବେ ଶୁଖିବାର ଦେଖିବାକୁ ମିଳିନାହିଁ । କୁହାଯାଏ ଯେ ଏହି ସରୋବରର ଇତିହାସ ମହାଭାରତ ଏବଂ ରାମାୟଣ ସମୟ ସହ ଜଡିତ…