ପାଗଳ ଶଦ୍ଦ ଶୁଣି ମାଆକୁ ଛୁରୀ ଭୂଷିଲା ପୁଅ; ଘରେ ଲଗାଇ ଦେଲା ନିଆଁ
ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମରେ ମାନସିକ ବିକୃତ ଯୁବକ ‘ପାଗଳ’ ଶଦ୍ଦ ଶୁଣି ନିଜ ମାଆଙ୍କୁ ଛୁରୀରେ ଭୂଷିବା ସହ ଘରେ ନିଆଁ ଲଗାଇ ଦେଇଛି । ଏହି ଘଟଣାରେ ମାଆ ରାନୁ ଶାହା (୫୯)ଙ୍କ ମୃତ୍ୟୁ ଘଟିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ…