Latest Odisha News

BREAKING NEWS

ଆଇପିଏଲ ୨୦୨୪: ଆଘାତ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରୁ ଓହରିଲେ ଶିଭମ ମାଭି

ମୁମ୍ବାଇ: ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ଝଟକା ଲାଗିଛି । ଆଘାତ ସମସ୍ୟା ଯୋଗୁ ପେସ ବୋଲର ଶିଭମ ମାଭି ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରୁ ଓହରି ଯାଇଛନ୍ତି । ଲକ୍ଷ୍ନୌ ପକ୍ଷରୁ ବିଧିବଦ୍ଧ ଭାବେ ଏହି ସୂଚନା ଦିଆଯାଇଛି । ସିଜନ ଆରମ୍ଭରୁ ଅଭିଜ୍ଞ ପେସ ବୋଲର ମହମ୍ମଦ ସାମୀ ଓହରି…

ସେଫ୍ ସିଟି ଡ୍ରାଇଭ: ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ କମିଶନରେଟ ପୋଲିସର ଧରପଗଡ଼

ଭୁବନେଶ୍ୱର: କମିଶନରେଟ ପୋଲିସର ସେଫ୍ ସିଟି ଡ୍ରାଇଭ । ରାଜଧାନୀରେ ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ କମିଶନରେଟ ପୋଲିସର ଧରପଗଡ଼ । ଭୁବନେଶ୍ୱର ଡିସିପିଙ୍କ ନିର୍ଦ୍ଦେଶ ଅନୁସାରେ ସହରାଞ୍ଚଳ ମଧ୍ୟରେ ଥିବା ବିଭିନ୍ନ ଥାନା ପକ୍ଷରୁ ସେଫ୍ ଡ୍ରାଇଭ ଅଭିଯାନ ନିୟମିତ ଭାବେ ଜାରି ରହିଛି । ଏହି ଧରପଗଡ…

ଟିକେଟ୍‌ ନ ମିଳିବା ଆମ ପରିବାରକୁ ଆଘାତ ଦେଇଛି: ଶିଶିର ଗମାଙ୍ଗ

ଭୁବନେଶ୍ୱର: ମଙ୍ଗଳବାର କଂଗ୍ରେସ ଉଭୟ ଲୋକ ସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି । କଂଗ୍ରେସ ୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଦଳ ତାର ପ୍ରାର୍ଥୀ ତାଲିକାରେ କିଛି ପୁରୁଣା ଓ ନୂଆ ନେତାଙ୍କୁ ସୁଯୋଗ ଦେଇଥିବା ବେଳେ ଆଶାୟୀ ପ୍ରାର୍ଥୀଙ୍କୁ ଏଥିରୁ…

କ୍ଷମା ମାଗନ୍ତୁ ଆତୀଶ, ବିଜେପି ପଠାଇଲା ମାନହାନୀ ନୋଟିସ

ନୂଆଦିଲ୍ଲୀ: ବଢିଲା ଆମ ଆଦମୀ ପାର୍ଟି ନେତ୍ରୀ ଆତିଶୀଙ୍କ ଅଡୁଆ । ଆପ୍ ମନ୍ତ୍ରୀ ଆତିଶୀ ମାର୍ଲେନାଙ୍କୁ ମାନହାନୀ ନୋଟିସ ପଠାଇଲା ବିଜେପି । କିଛି ଦିନ ତଳେ ସାମ୍ବାଦିକ ସମ୍ମିଳନୀ କରି ଆତିଶୀ ଦାବି କରିଥିଲେ ଯେ, ବିଜେପି ତାଙ୍କୁ ଦଳରେ ଯୋଗ ଦେବାକୁ ଅଫର ଦେଇଛି । ଏହି ବୟାନକୁ ବିରୋଧ କରି…

ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳରେ ସୁଯୋଗ ପାଇବେ କି ମୟଙ୍କ ଯାଦବ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ମୟଙ୍କ ଯାଦବଙ୍କ ବୋଲିଂ ଏବେ ଚହଳ ସୃଷ୍ଟି କରିଛି । ପଞ୍ଜାବ କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିପକ୍ଷରେ ତାଙ୍କର ଘାତକ ଓ ସଠିକ ବୋଲିଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ବେଙ୍ଗାଲୁର ବିପକ୍ଷରେ ୪ ଓଭରରେ ୧୪ ରନ ଦେଇ ସେ ୩ଟି ୱିକେଟ ଅକ୍ତିଆର କରି…

ତଣ୍ଟି କାଟି ଯୁବକଙ୍କୁ ହତ୍ୟା, ନିଶା କାରବାରକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ

ପୁରୀ: ଚକ୍ରତୀର୍ଥ ରୋଡ଼ରେ ବିଭତ୍ସ୍ୟ ହତ୍ୟାକାଣ୍ଡ। ତଣ୍ଟି ଓ ହାତ, ଗୋଡ଼ କାଟି ଯୁବକଙ୍କୁ ହତ୍ୟା। ବୁଧବାର ଦିନ ଚକ୍ରତୀର୍ଥ ରୋଡରେ ଥିବା ମେଡିକାଲ ନିକଟରୁ ରକ୍ତରେ ଜୁ଼ଡ଼ୁବୁଡ଼ୁ ହୋଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ବିଳମ୍ବିତ ରାତିରେ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର…

ବିଜେଡିରେ ସାମିଲ ହେଲେ କୁଚିଣ୍ଡାର ଭବାନୀ ଶଙ୍କର କାଲୋ

ଭୁବନେଶ୍ଵର: ବିଜେଡିରେ ସାମିଲ ହେଲେ କୁଚିଣ୍ଡାର ଭବାନୀ ଶଙ୍କର କାଲୋ । ସେ ଅଖିଳ ଭାରତୀୟ ଗଣ୍ଡ ମହାସଭାର ଉପଦେଷ୍ଟା । ୮.୯୩ ଲକ୍ଷ ଗଣ୍ଡଙ୍କ ଉପଦେଷ୍ଟା । ଗଣ୍ଡ ସମାଜକୁ ଆଗେଇବା ପାଇଁ ସେ ବହୁ ଆଗରୁ କାମ କରି ଆସିଛନ୍ତି । ତାଙ୍କ ଅବଦାନ ଓଡ଼ିଶା ଓ ଗଣ୍ଡ ସମାଜ ପାଇଁ ଗର୍ବର ବିଷୟ । ଦଳକୁ…

ବିଜେଡିରେ ମିଶିଲେ ରୋହିତ ଜୋଶେଫ ତୀର୍କି

ଭୁବନେଶ୍ଵର: ବିଜେଡିରେ ମିଶିଲେ ରୋହିତ ଜୋଶେଫ ତୀର୍କି । ତୀର୍କିଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର । ରୋହିତଙ୍କ ବାପା ଜର୍ଜ ତୀରକି ଜଣେ ଆଦିବାସୀ ନେତା । ସେ ୨୦୧୯ରେ ବିରମିତ୍ରପୁରରୁ କଂଗ୍ରେସ ଟିକେଟରୁ ଲଢ଼ିଥିଲେ । ତାଙ୍କର ଯୋଗଦାନ ଦଳକୁ ଆହୁରି ଶକ୍ତିଶାଳୀ କରିବ ବୋଲି…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଳ୍ପ କିଏ ? ଜାଣନ୍ତୁ କ’ଣ କହିଲେ ଶଶି ଥରୁର

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ ଅଳ୍ପ କିଛି ଦିନ ବାକି ଥିବା ବେଳେ ଏବେ ଜୋର ଧରିଛି ପ୍ରଧାନମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା। କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ମୋଦୀଙ୍କୁ ଅନେକ ପ୍ରଶଂସା କରନ୍ତି। ମୋଦୀ ହେଉଛନ୍ତି ସମସ୍ତଙ୍କର ଲୋକପ୍ରିୟ। ବର୍ତ୍ତମାନ ଦେଶରେ ନରେନ୍ଦ୍ର ମୋଦୀଙ୍କ ବିକଳ୍ପ…

କ୍ୟାନସର ରୋଗରେ ପୀଡିତ ବିହାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି

ନୂଆଦିଲ୍ଲୀ: କ୍ୟାନସର ରୋଗରେ ପୀଡିତ ବିଜେପିର ବରିଷ୍ଠ ନେତା ତଥା ବିହାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି । ଗତ ୬ ମାସ ହେବ ସୁଶୀଲ ମୋଦି ଏହି ମାରାତ୍ମକ ରୋଗରେ ପୀଡିତ ଅଛନ୍ତି । ଏନେଇ ସେ ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ।…